ଆମ ଓଡ଼ିଶା ହୋମଗାର୍ଡଙ୍କ ପାଇଁ ଖୁସିର ଖବର, ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନିର୍ଦ୍ଦେଶSunil Chandra NayakMarch 18, 2023 by Sunil Chandra NayakMarch 18, 20230 ଓଡିଶାର ହୋମ୍ ଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ରାୟ। ହୋମଗାର୍ଡଙ୍କୁ ମିଳିବ ସେମାନଙ୍କ ଉଚିତ୍ ପ୍ରାପ୍ୟ। ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାକୁ... Read more
ଆମ ଓଡ଼ିଶା ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂSunil Chandra NayakMarch 6, 2023 by Sunil Chandra NayakMarch 6, 20230 ରାଜନୀତିରେ ମିଶନ ଶକ୍ତି ମହିଳା ‘ନେତୃତ୍ୱ ନେବାର ବଡ଼ ପ୍ଲାଟଫର୍ମ ଏସଏଚଜି’ ରାଜ୍ୟ ସରକାରଙ୍କ ଫୋକସରେ ଥିବା, ମିଶନ ଶକ୍ତି ମହିଳାଙ୍କୁ ଶାସକ ଦଳ... Read more
ଆମ ଓଡ଼ିଶା ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲSunil Chandra NayakMarch 2, 2023 by Sunil Chandra NayakMarch 2, 20230 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି... Read more
ଆମ ଓଡ଼ିଶା ରାଜ୍ୟରେ ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ, ଏଣିକି ପଞ୍ଚ କରି ଭିତରକୁ ଯିବେ ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀSunil Chandra NayakMarch 2, 2023 by Sunil Chandra NayakMarch 2, 20230 ରାଜ୍ୟର ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ । ଏଣିକି ସବୁ ହସ୍ପିଟାଲ ରେ ଏହି ବ୍ୟବସ୍ଥା କାର୍ଯ୍ୟ କାରୀ କରାଯିବ । ନର୍ସ, ଡାକ୍ତର,କର୍ମଚାରୀଙ୍କ... Read more
ଆମ ଓଡ଼ିଶା ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେSunil Chandra NayakFebruary 26, 2023 by Sunil Chandra NayakFebruary 26, 20230 ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ। ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟର... Read more
ଆମ ଓଡ଼ିଶା ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ବଜେଟ୍ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରଖିଲେ ଜବାବ୍Sunil Chandra NayakFebruary 25, 2023 by Sunil Chandra NayakFebruary 25, 20230 ପିଲା କଣ ପଢୁଛି ଅଭିଭାବକ ମାନେ ଜାଣିପାରିବେ…. ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ ଦିଆଯିବ । ଯେଉଁଥିରେ... Read more
ଆମ ଓଡ଼ିଶା ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାରSunil Chandra NayakFebruary 25, 2023 by Sunil Chandra NayakFebruary 25, 20230 ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ।ପରେ ବିଶେଷଜ୍ଞଙ୍କ ଦ୍ବାରା... Read more
ଆମ ଓଡ଼ିଶା ଆହୁରି ସଶକ୍ତ ହେବ ମହିଳା ଏସଏସଜି…ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟରSunil Chandra NayakFebruary 25, 2023 by Sunil Chandra NayakFebruary 25, 20230 ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ୍ ଶକ୍ତି ବିଭାଗ ପାଇଁ ୨ହଜାର ୫ଶହ ୫୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ମିଶନ ଶକ୍ତି ମା’ମାନଙ୍କ... Read more
ଆମ ଓଡ଼ିଶା ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବେ ରାଜ୍ୟ ସରକାର, ସାଇକେଲ୍ ପାଇଁ ମିଳିବ ୩୫୦୦ ଟଙ୍କାSunil Chandra NayakFebruary 25, 2023 by Sunil Chandra NayakFebruary 25, 20230 ସହାୟତା ରାଶି ଯୋଗାଇଦେବା ପାଇଁ ବଜେଟରେ ବ୍ୟୟବରାଦ ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି... Read more
ଆମ ଓଡ଼ିଶା ବଜେଟ୍ ୨୦୨୩: ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ: ୨ ଗୁଣ ବଢିଲା କୃଷି ବଜେଟ୍Sunil Chandra NayakFebruary 24, 2023 by Sunil Chandra NayakFebruary 24, 20230 ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍। ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍... Read more