ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଯୋଡ଼ା ଖଣି ଉପନିର୍ଦ୍ଧେଶକ ଦୀନେଶଙ୍କ ଦବଦବାରେ ଦଖଲ ବିଭାଗର ଗେଷ୍ଟହାଉସ”ଜେଡିସିଏ /ଡ଼ିଡ଼ିସିଏ ରାଉଳ ଯୋଡ଼ା ଆସିଲେ ହୋଟେଲରେ ରୁହନ୍ତି

“ଯୋଡ଼ା ଖଣି ଉପନିର୍ଦ୍ଧେଶକ ଦୀନେଶଙ୍କ ଦବଦବାରେ ଦଖଲ ବିଭାଗର ଗେଷ୍ଟହାଉସ”ଜେଡିସିଏ /ଡ଼ିଡ଼ିସିଏ ରାଉଳ ଯୋଡ଼ା ଆସିଲେ ହୋଟେଲରେ ରୁହନ୍ତି

ବଡ଼ବିଲ:- ବିଗତ ଦିନ ଗୁଡିକରେ ରାଜ୍ୟର ଯୋଡ଼ା ଖଣି ମଣ୍ଡଳରେ ଦାୟୁତ୍ୱରେ ଆସିଥିବା ବହୁ ଖଣି ଉପନିର୍ଦ୍ଧେଶକର(ଡ଼ିଡ଼ିଏମ)ତଥା ଏବେର କେଇ ଡ଼ିଡ଼ିଏମଙ୍କ ଠାରେ ଅଫିସର’ରାଜ ଖଣି ଅଞ୍ଚଳରେ ଆଜିବି ସେହପରି ଜୀବିତ ଏବଂ ସଚଳ ଅବସ୍ଥାରେ ଥିବାର ଦେଖିବାକୁ ମିଳେ।ଯାହା ସାଧାରଣ ଖଣିବାସୀ ହୁଅନ୍ତୁ ଅବା ସରକାରଙ୍କ ନିମନ୍ତେ ଚିନ୍ତାଜନକ ସ୍ଥିତି ବାରମ୍ବାର ସୃଷ୍ଟି କରିବାରେ ଲାଗିଛନ୍ତି କେଇ ଖଣି ଉପନିର୍ଦ୍ଧେଶକ ଯାହାକୁ ନିୟନ୍ତ୍ରଣ ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳୟ କରିବାର ଦୂରକଥା ରୋକିବାରେ ଅସମର୍ଥର କାରଣ ହୋଇପାରେ କୌଣସି ଅନୀତିକର ବଟି ଲିଙ୍କ କାଳେ କଟିଯିବ ବୋଲି ବିଭାଗୀୟ ଆଲୋଚନାରୁ ଯାହା ଶୁଣିବାକୁ ମିଳେ।ତେବେ ଘଟଣା ଯାହା ଯୋଡ଼ାସ୍ଥିତ ଡିଡିଏମ ଏବଂ ଡ଼ିଡ଼ିସିଏ ବିଭାଗଦ୍ବୟ ନିମନ୍ତେ ଗତ କେଇ ମାସ ହେଲା ନୂତନ କରି ନିର୍ମାଣ ସରିଥିବା ଏକ ଅତିଥି ଭବନକୁ କିଛିମାସ ଲଗାତାର ସମ୍ପୂର୍ଣ୍ଣ ଭୋଗ କରିବାରେ ଯୋଡ଼ା ଖଣି ଉପନିର୍ଦ୍ଧେଶକ ଦୀନେଶ ଅଗ୍ରୱାଲା(ଡ଼ିଡ଼ିଏମ)ବ୍ୟବହାର କରିବାରୁ ତାଙ୍କରି ଦଖଲରେ ସମ୍ପୂର୍ଣ୍ଣ ରହିଥିବାର ଜଣାପଡେ।ତେବେ ଦେଖିବାକୁ ଗଲେ, ଦୁଃଖ/ପରିତାବର ବିଷୟ ଯେ ରାଜଧାନୀ ଭୁବନେଶ୍ୱରରୁ ଆସୁଥିବା ଜେଡିସିଏ ସୁକାନ୍ତ ମିଶ୍ର ହୁଅନ୍ତୁ’ଅବା ଡ଼ିଡ଼ିସିଏ ପୂର୍ଣ୍ଣଶଶୀ ଶେଖର ରାଉଳ ଯେଉଁ ଆସନ୍ତି ପ୍ରାୟ ମାସରେ ଯୋଡ଼ା ଖଣି ବିଭାଗକୁ ରହିବା ସୁବିଧା ଗେଷ୍ଟହାଉସ ଥିବା ସ୍ୱତ୍ୱେ ବାଧ୍ୟ୍ୟ ହୋଇ ଅନ୍ୟତ୍ର କୌଣସି ହୋଟେଲ କିମ୍ବା ଖଣି କମ୍ପାନୀର(ଟାଟାଷ୍ଟିଲ) ଗେଷ୍ଟହାଉସରେ ରହିବା ଏକ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି ସରିବାର ନାମ ନାହିଁ ରାଜ୍ୟ ଖଣିବିଭାଗ ନିମନ୍ତେ ବୋଲି ପଦାକୁ ଆସେ।ହେଲେ ଅଞ୍ଚଳର ଏହି ଯୁବ ଖଣି ଉପନିର୍ଦ୍ଧେଶକର ଦବଦବା ସେହିପରି ରହିଥିବାରୁ ଗେଷ୍ଟହାଉସ ସମ୍ପୂର୍ଣ୍ଣ ତାଙ୍କରି ଅଧୀନରେ ଗୁଡ଼େ ଦିନ ହେଲା ଚାଲିଯାଇଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ଯେପରି ନାହିଁ। ଏପରିକି ଖୋଦ ଖଣି ନିର୍ଦ୍ଧେଶକ ମଧ୍ୟ ବହୁ ବର୍ଷ ହେଲା ନୀରବ।ତେବେ ଦେଖିବାକୁ ଗଲେ ଏହିସବୁର ଏକ ଅନୁସନ୍ଧାନ କରିବାରୁ ଜାଣିବାକୁ ମିଳେ ଯେ ନୂତନ ଅଫିସ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଗକୁ ଖଣି ନିର୍ଦ୍ଧେଶକର ପୁରୁଣା ବଙ୍ଗଳା ଭଙ୍ଗା ଯାଇ, ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଣୁ ଯୋଡ଼ା ଡ଼ିଡ଼ିଏମ ଅଗ୍ରୱାଲା ଗତ ଅନେକ ଦିନ ଆରମ୍ଭରୁ ଅଫିସ ପରିସର ମଧ୍ୟେ ଥିବା ଖଣି ବିଭାଗର ନୂତନ ଗେଷ୍ଟହାଉସରେ ଯାଇ ରୁହନ୍ତି।ଏପରିକି ଯୋଡ଼ା ଡ଼ିଡ଼ିଏମ ଅନ୍ୟ କୌଣସି ଠାରେ ସୁବନ୍ଦୋବସ୍ତ କେଉଁ କାରଣରୁ ନକରି ଗେଷ୍ଟହାଉସରେ ଦୀର୍ଘଦିନ ଧରି ରହିବା ଦ୍ୱାରା ଗତ ମାସରେ ଆସିଥିବା ଜେଡିସିଏ ସୁକାନ୍ତ ମିଶ୍ର ଏବଂ ମେସିନ ଧରି ଆସିଥିବା ଡ଼ିଡ଼ିସିଏ ରାଉଳକୁ ବାଧ୍ୟ୍ୟ ହୋଇ ଅନ୍ୟତ୍ର ରହିବାକୁ ପଡିଥିଲା ବୋଲି ଅସନ୍ତୋଷ ହୁଏ ବୋଲି ଜାଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

masiha

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ , ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

masiha

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort