ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା.-ସ୍ୱାଧୀନତ୍ତୋର ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ… ଏହି ପଦର ମର୍ଯ୍ୟାଦା ଅସୀମ।ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଅନେକ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିଛି ସ୍ୱାଧୀନତ୍ତୋର ଭାରତ।ମାତ୍ର ଏମାନଙ୍କ ମଧ୍ୟରୁ ଖୁବ କମ ମୁଖ୍ୟମନ୍ତ୍ରୀ କାଳର ବେଳାଭୂମି ରେ ଛାଡିଯାଇଛନ୍ତି ଅଭୁଲା ପଦ ଚିହ୍ନ। ଏମାନଙ୍କ ମଧ୍ୟରେ ମାତ୍ର ତିନି ଜଣ ମୁଖ୍ୟମନ୍ତ୍ରୀ କ୍ରମାଗତ ସଫଳତା ପାଇଛନ୍ତି।ସିକିମ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ସିଂ ଚାମଲିଂ,ପଶ୍ଚିମବଙ୍ଗ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପୱନ ସିଂ ଚାମଲିଂ କ୍ରମାଗତ ଭାବେ୨୪ ବର୍ଷ୧୬୫ ଦିନ କ୍ଷମତାରେ ରହିଥିବା ବେଳେ,ପଶ୍ଚିମବଙ୍ଗ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୨୩ବର୍ଷ ୧୩୭ ଦିନ କ୍ଷମତାରେ ଥିଲେ। ଯଦିଓ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିଓଙ୍ଗ ଅପାଙ୍ଗ ୨୨ ବର୍ଷ ୨୫୦ ଦିନ କ୍ଷମତାରେ ଥିଲେ ମାତ୍ର ସେ ଦୁଇଟି ପର୍ଯ୍ୟାୟରେ କଂଗ୍ରେସ,ଏସୟୁଡିଏଫ,ବିଜେପି ଓ ଜେଡିଏସ ରୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।ଅବଧି ଦୃଷ୍ଟିରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦିଓ ସମ୍ପ୍ରତି ଦେଶର ୪ର୍ଥ ମୁଖ୍ୟମନ୍ତ୍ରୀ ର ମାନ୍ୟତା ପାଇଛନ୍ତି।ନିରବଚ୍ଛିନ୍ନ ଭାବେ ସେ ୨୨ବର୍ଷ ୮୪ ଦିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

୨୦୦୦ ମସିହାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ ଯାତ୍ରା ଏବେ ପଞ୍ଚମ ପାଳିର ତୃତୀୟ ବର୍ଷ ଅତିକ୍ରମ କରିଛି।

ଆସନ୍ତୁ ଜାଣିବା ସ୍ୱାଧୀନତ୍ତୋର ଓଡ଼ିଶାର ମୁଖ୍ୟମନ୍ତ୍ରୀ…

୧:ହରେକୃଷ୍ଣ ମହତାବ,୧୯୪୭ ଅଗଷ୍ଟ ୧୫ ତାରିଖରୁ ୧୯୫୦ ମଇ୧୨-୨ ବର୍ଷ ୨୭୦ ଦିନ

୨:ନବକୃଷ୍ଣ ଚୌଧୁରୀ,୧୯୫୦ ମଇ୧୨ ରୁ ଫେବୃଆରୀ ୨୦ ଓ ୧୯୫୨ ଫେବୃଆରୀ ୨୦ ରୁ ୧୯୫୯ ମଇ ୨୨ ଓ ୧୯୫୯ ମଇ ୨୨ ରୁ ଫେବୃଆରୀ ୨୫-୬ ବର୍ଷ ୧୬୦ ଦିନ।

୩:ହରେକୃଷ୍ଣ ମହତାବ,୧୯୫୬ ଅକ୍ଟୋବର ୧୯ ରୁ ୧୯୫୭ ଏପ୍ରିଲ୬,୧୯୫୭ ଏପ୍ରିଲ ୬ରୁ ୧୯୫୯ ମଇ ୨୨ ଓ ୧୯୫୯ ମଇ ୨୨ରୁ ୧୯୬୧ ଫେବୃଆରୀ ୨୫-୪ବର୍ଷ ୧୨୯ ଦିନ।

୪:ରାଷ୍ଟ୍ରପତି ଶାସନ,୧୯୬୧ ଫେବୃଆରୀ ୨୫ ୧୯୬୧ ଜୁନ ୨୩-୧୧୯ ଦିନ।

୫:ବିଜୁ ପଟ୍ଟନାୟକ,୧୯୬୧ ଜୁନ ୨୩ ରୁ ୧୯୬୩ ଅକ୍ଟୋବର ୨-୨ ବର୍ଷ ୧୦୧ ଦିନ।

୬:ବିରେନ ମିତ୍ର,୧୯୬୩ ଅକ୍ଟୋବର ୨ରୁ ୧୯୬୫ ଫେବୃଆରୀ୨୧:୧ବର୍ଷ ୧୪୨ ଦିନ।

୭:ସଦାଶିବ ତ୍ରିପାଠୀ,୧୯୬୫ ଫେବୃଆରୀ୨୧ରୁ ୧୯୬୭ ମାର୍ଚ୍ଚ ୮-୨ ବର୍ଷ ୧୫ ଦିନ।

୮:ରାଜେନ୍ଦ୍ର ନାରାୟଣ ସିଂଦେଓ,୧୯୬୭ ମାର୍ଚ୍ଚ ୮ରୁ ୧୯୭୧ ଜାନୁଆରୀ ୯-୩ ବର୍ଷ୩୦୭ ଦିନ।

୯:ରାଷ୍ଟ୍ରପତି ଶାସନ,୧୯୭୧ ଜାନୁଆରୀ ୯ରୁ ୧୯୭୧ ଏପ୍ରିଲ ୩-୭୩ ଦିନ।

୧୦:ବିଶ୍ୱନାଥ ଦାସ,୧୯୭୧ ଏପ୍ରିଲ ୩ରୁ୧୯୭୨ ଜୁନ ୧୪-୧ବର୍ଷ୭୨ ଦିନ।

୧୧:ନନ୍ଦିନୀ ଶତପଥୀ,୩ରୁ୧୯୭୨ ଜୁନ ୧୪ ରୁ ୧୯୭୩ ମାର୍ଚ୍ଚ ୩-୨୬୨ଦିନ।

୧୨:ରାଷ୍ଟ୍ରପତି ଶାସନ,୧୯୭୩ ମାର୍ଚ୍ଚ ୩ ରୁ ୧୯୭୪ ମାର୍ଚ୍ଚ ୬-୧ ବର୍ଷ ୩ଦିନ।

୧୩:ନନ୍ଦିନୀ ଶତପଥୀ,୧୯୭୪ ମାର୍ଚ୍ଚ ୬ରୁ ୧୯୭୬ ଡିସେମ୍ବର ୧୬-୨ ବର୍ଷ ୨୮୫ ଦିନ।

୧୪:ରାଷ୍ଟ୍ରପତି ଶାସନ,୧୯୭୬ ଡିସେମ୍ବର ୧୬ ରୁ ୧୯୭୬ ଡିସେମ୍ବର୨୯-୧୪ ଦିନ।

୧୫:ବିନାୟକ ଆଚାର୍ଯ୍ୟ,୧୯୭୬ ଡିସେମ୍ବର୨୯ ରୁ ୧୯୭୭ ଏପ୍ରିଲ ୩୦-୧୨୨ ଦିନ।

୧୬:ରାଷ୍ଟ୍ରପତି ଶାସନ,୧୯୭୭ ଏପ୍ରିଲ ୩୦ ୧୯୭୭ ଜୁନ ୨୬-୫୮ ଦିନ।

୧୭:ନୀଳମଣି ରାଉତରାୟ,୧୯୭୭ ଜୁନ ୨୬ ରୁ୧୯୮୦ ଫେବୃଆରୀ ୧୭-୨ବର୍ଷ ୨୩୬ ଦିନ।

୧୮:ରାଷ୍ଟ୍ରପତି ଶାସନ,୧୯୮୦ ଫେବୃଆରୀ ୧୭ ରୁ ୧୯୮୦ ଜୁନ ୯-୧୧୩ ଦିନ।

୧୯:ଜାନକୀ ବଲ୍ଲଭ ପଟ୍ଟନାୟକ,୧୯୮୦ ଜୁନ ୯ ରୁ ୧୯୮୫ ମାର୍ଚ୍ଚ ୧୦ ଓ ୧୯୮୫ ମାର୍ଚ୍ଚ ୧୦ ରୁ ୧୯୮୯ ଡିସେମ୍ବର ୭-୯ ବର୍ଷ ୧୮୧ ଦିନ।

୨୦:ହେମାନନ୍ଦ ବିଶ୍ୱାଳ,୧୯୮୯ ଡିସେମ୍ବର ୭ ରୁ ୧୯୯୦ ମାର୍ଚ୍ଚ ୫-୮୮ଦିନ।

୨୧:ବିଜୁ ପଟ୍ଟନାୟକ,୧୯୯୦ ମାର୍ଚ୍ଚ ୫ ରୁ ୧୯୯୫ ମାର୍ଚ୍ଚ ୧୫-୫ବର୍ଷ ୧୦ ଦିନ+ ୨ ବର୍ଷ ୧୦୧ ଦିନ ମୋଟ ୭ବର୍ଷ ୧୧୧ ଦିନ।

୨୨:ଜାନକୀ ବଲ୍ଲଭ ପଟ୍ଟନାୟକ,୧୯୯୫ ମାର୍ଚ୍ଚ ୧୫ ରୁ ୧୯୯୯ ଫେବୃଆରୀ ୧୭-୩ ବର୍ଷ ୩୩୯ ଦିନ।

୨୩:ଗିରିଧାରୀ ଗମାଙ୍ଗ,୧୯୯୯ ଫେବୃଆରୀ ୧୭ ରୁ ୧୯୯୯ ଡିସେମ୍ବର ୬-୨୯୨ ଦିନ।

୨୪:ହେମାନନ୍ଦ ବିଶ୍ୱାଳ,୧୯୯୯ ଡିସେମ୍ବର ୬ ରୁ ୨୦୦୦ ମାର୍ଚ୍ଚ ୫-୯୦ ଦିନ+୮୮ ଦିନ-୧୭୮ ଦିନ।

୨୫:ନବୀନ ପଟ୍ଟନାୟକ,୨୦୦୦ ମାର୍ଚ୍ଚ ୫ ରୁ ୨୦୦୪ ମଇ ୧୬,୨୦୦୪ ମଇ ୧୬ ରୁ ୨୦୦୯ ମଇ୨୧,୨୦୦୯ ମଇ୨୧ ରୁ ୨୦୧୪ ୨୦୧୯ ମଇ ୨୯,

ଏବଂ ୨୦୧୪ ୨୦୧୯ ମଇ ୨୯ ତାରିଖରୁ ଅଦ୍ୟାବଧି ୨୨ ବର୍ଷରୁ ଅଧିକ ଦିନ ହେଲା ତାଙ୍କର ଶାସନ ଚାଲିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ   ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନଗର ପରିକ୍ରମା

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ଅକ୍ଷରଙ୍କ ହରତାଳ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort