ଗୋଳାମୁଣ୍ଡା/ମସିହା/୩୦/୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ସିନାମାଲ ଗ୍ରାମର ଦେଧନ ବାଗ ଙ୍କ ବଳଦ ବିଦ୍ୟୁତ ବିଭାଗୀୟ କର୍ମଚାରୀ ଓ ଠିକା ସଂସ୍ଥା ର ଅବହେଳା ଯୋଗୁଁ ବିଦ୍ୟୁତ ତାର ସ୍ପର୍ଶରେ ଆସି ବଳଦ ର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ରେ ସିନାମାଲ ଗ୍ରାମ ବାସୀ ଗୋଲାମୁଣ୍ଡା ଥାନାରେ ଦ୍ୱାରସ୍ତ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ର ପ୍ରାଣୀ ଚିକିତ୍ସାଲୟ ବିଭାଗ, ବିଦ୍ୟୁତ ବିଭାଗ, ଗୋଲାମୁଣ୍ଡା ଥାନରୁ ଏସ ଆଇ ହେମନ୍ତ ସୁନାନୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ରେ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ. ଘଟଣା ସ୍ଥଳରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ. ପୋଷ୍ଟ ମର୍ଟନ ରିପୋର୍ଟ ଆସିଲା ପରେ ବିଦ୍ୟୁତ ବିଭାଗ ତରଫରୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ମିଳିଥିଲା.ଏହା ପରେ ଗ୍ରାମ ବାସୀ ପୋଷ୍ଟମର୍ଟନ ଅପେକ୍ଷାରେ ଓ କେବେ ଦେଧନ ବାଗକୁ ବଳଦ କିଣିବା ପାଇଁ ସହାୟତା ରାଶିମିଳିବ ଅପେକ୍ଷାରେ ଗ୍ରାମ ବାସୀ
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା