ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରା ଗଞ୍ଜେଇ ନେଇ ଯାଉଥିବା କାର ଦୁର୍ଘଟଣା ଗ୍ରସ୍ତ, ୩ଆହତ, ଗଞ୍ଜେଇ ଜବତ

ରୁପ୍ରା, (ମନିସ) : କେସିଙ୍ଗା ଥାନା ଅଧିନ ଜାତୀୟ ରାଜପଥ ୨୬ରେ କିନେରକେଲା ବ୍ରିଜ୍ ନିକଟରେ ଏକ କାର ନଂ UP 42AE 0833 ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହେବାପରେ କେସିଙ୍ଗା ପୁଲିସ ହାତରେ ଧରାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଆଦର୍ଶ ଥାନାର ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୁଲିସ ଦଳ ପହଞ୍ଚି ଗଞ୍ଜେଇ ନେଇ ଯାଉଥିବା ଦୁର୍ଘଟଣା ଗ୍ରସ୍ତ କାର୍ ଜବତ କରି ଘଟଣା ର ତଦନ୍ତ କରୁଛି। ଲକ୍ଷାଧିକ ଟଙ୍କାର ଚୋରା ଗଞ୍ଜେଇ ଏହି କାର ରେ ଥିବା ଥାନାଧିକାରୀ ଶ୍ରୀ ନନ୍ଦ ସୂଚନା ଦେବା ସହ ମାଜିଷ୍ଟ୍ରେଟ ଦାୟିତ୍ବ ରେ କେସିଙ୍ଗାର ଅତିରିକ୍ତ ତହସିଲଦାର ରୁଦ୍ରମୋହନ ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ହେଉଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଜଣେ ମହିଳା ଓ ୨ ଯୁବକ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ କିଛିଦିନ ମଧ୍ୟରେ ଲଗାତାର ଏହିଭଳି ଚୋରା ଗଞ୍ଜେଇ ପୁଲିସ ଦ୍ୱାରା ଜବତ ହେଉଥିବା ବେଳେ ଆଜିର ଏହି ଗଞ୍ଜେଇ ଭର୍ତ୍ତି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା କାର୍ କୋରାପୁଟ ରୁ ୟୁପି କୁ ଚାଲାଣ ହେଉଥିଲା ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ଆଇଆଇସି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି। କାର ସିଟ୍ ତଳେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ଯାଉଥିବା ଜଣାପଡ଼ିଛି।

Related posts

ସାହିତ୍ୟ ଅଗଣା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ଉଦଘାଟିତ.

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort