ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ହିମାଂଶୁ ଭୂଷଣ ଙ୍କ ନେତୃତ୍ବରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ପରଜଙ୍ଗ: ୩୧-୦୫-୨୦୨୨ ଆଜି ଯୁବଶକ୍ତି ସମର୍ପିତ ଓଡିଶା ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧର ପୁର ଓ ଜଗନ୍ନାଥ ପୁର ହାତୀ ଉପଦ୍ରବ ପ୍ରବଣ ଅଞ୍ଚଳ ଗୋଡିକ ରେ ସଚେତନତା ଅଭିଯାନ  ଏବଂ ରାସ୍ତାର ଉଭୟ ପାର୍ଶ୍ଵରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଦେଶ ସ୍ୱାଧୀନତା ହେବାର କାହିଁ କେତେ ବର୍ଷ ବିତିଯାଇଥିଲେ ମଧ୍ୟ ଗମନାଗମନ ଓ ପାଣି ଟୋପାଏ ଏଠିକାର ସର୍ଵ ସାଧାରଣ ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ପାଇ ପାରିଲେ ନାହିଁ, ଯାହା ଫଳରେ ସର୍ଵ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି, ଖରା ଦିନରେ ସର୍ଵ ସାଧାରଣ ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉ ଥିବାବେଳେ ବର୍ଷା ଦିନରେ କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ଗାଡି ଟିଏ ମଧ୍ୟ ଯିବା ଆସିବା ସମ୍ଭବପର ହୋଇ ପାରୁ ନାହିଁ ରାସ୍ତାର ଦୂର ଅବସ୍ଥା ଯାହା ଏଥିରୁ ଆପଣ ମାନେ ଅନୁଭବ କରି ପାରୁ ଥିବେ, ଏହି ଅଞ୍ଚଳରେ ଗୋଟିଏ ୟୁପି ସ୍କୁଲ ଥିବାବେଳେ ଏହି ଦୁଇ ବର୍ଷ ହେବ ସ୍କୁଲ ଟି ସରକାର ବନ୍ଦ କରି ଦେଇ ଅଛନ୍ତି , ଛୋଟ ଛୋଟ କୁନି ପିଲାମାନେ ପାଠ ପଢି ଯିବା ପାଇଁ ବାରିହାପୁର ୟୁପି ସ୍କୁଲ ଉପରେ ନିର୍ଭର କରୁ ଅଛନ୍ତି, ଜଙ୍ଗଲ ରାସ୍ତା ହାତୀ ପ୍ରବଣ ଅଞ୍ଚଳ ହୋଇଥିବା କାରଣ ରୁ ଛାତ୍ର ଛାତ୍ରୀ ମାନେ ଭୟର ବାତାବରଣ ଭିତରେ ସ୍କୁଲ ଯାଉ ଅଛନ୍ତି, ପରଜଙ୍ଗ ବ୍ଲକ ଅଫିସ ଠାରୁ ବାରିହାପୁର ଗ୍ରାମ ପଞ୍ଚାୟତ ର ଚକ୍ରଧର ପୁର ଜଗନ୍ନାଥ ପୁର ମାତ୍ର ଚାରି କିଲୋମିଟର ହୋଇଥିବା ବେଳେ ଏଠି କାହିଁକି ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ କିମ୍ବା ପାଇପ ଲାଇନ ଯୋଗେ ପାଣି ସର୍ବ ସାଧାରଣ ଲୋକମାନଙ୍କ ପାଖକୁ ଆସି ପାରୁ ନାହିଁ, ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ତୁରନ୍ତ ବାରିହାପୁର ଠାରୁ ଚକ୍ରଧର ପୁର ଓ ଜଗନ୍ନାଥ ପୁର କୁ ରାସ୍ତା ନିର୍ମାଣ, ବିଶୁଦ୍ଧ ପାଣି ବଶୋଧା ଯୋଜନା ରେ ଏକ ପାଣି ଟାଙ୍କି କରାଯାଇ ପାଇପ ଲାଇନ ଯୋଗେ ପାଣି ର ବ୍ୟବସ୍ଥା, ବନ୍ଦ ପଡି ଥିବା ଚକ୍ରଧର ୟୁପି ସ୍କୁଲ ଟି ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁଲିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆମର ନିବେଦନ, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ସୁଶୀଲ ସାହୁ, ସିପୁନ ସାମଲ, ଚିଣ୍ଟୁ ମାଝୀ, ବିନୟ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ

Related posts

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

Sunil Chandra Nayak

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort