ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୭୩ ତମ ବନ ମହୋତ୍ସବ ସପ୍ତାହ ୨୦୨୨ ମହା ସମାରୋହରେ ପାଳିତ

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ନୁଆଗାଁ ବ୍ଲକ ସ୍ଥିତ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଗତକାଲି ୭୩ ତମ ବନହୋତ୍ସବ ସପ୍ତାହ ମହା ସମାରୋହରେ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପରିଚାଳନା କରିଥିବା ବେଳେ କ. ନୂଆଗାଁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲର ସୁରକ୍ଷା ଓ ବନ୍ୟ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା ସହିତ ସମସ୍ତେ ବର୍ଷକୁ ଗୋଟିଏ କିମ୍ବା ଦୁଇଟି ଗଛ ଲଗାଇବା,ନିଜ ନିଜ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୁଝାଇବାଥିଲେ। ତା ସହିତ ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ତଥା ଜନସାଧାରଣ ସମସ୍ତେ ସପଥ ନେବା ବ୍ୟାପକ ବୃକ୍ଷ ରୋପଣ କରି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ର ପୁନଃ ଉଦ୍ଧାର କରି ବନ ମହୋତ୍ସବ ସପ୍ତାହ କୁ ସଫଳ କରିବା ଉଦେଶ୍ୟ, ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭବକ ତଥା ଜନସାଧରଣଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, କ ନୂଆଗାଁ ପଞ୍ଚାୟତ ସମିତିର ଉପାଧକ୍ଷ୍ୟ , ସ୍ଥାନୀୟ ସମ୍ବାଦ ସାହିତ୍ୟ ଘରର ସଦସ୍ୟବୃନ୍ଦ, ବନପାଳ କ ନୂଆଗାଁ , ବନପାଳ ସାରଙ୍ଗଗଡ , ବନରକ୍ଷୀ କୁଡୁତୁଲି ଏବଂ ବନ ବିଭାଗର ଅଧିକାରୀମାନେ ମାନେ ଯୋଗଦାନ ପୂର୍ବକ ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।ଏଥିରେ ନୂଆଁଗାଁ ସ୍ଥାନୀୟ ସମ୍ବାଦର ସାମ୍ବାଦିକ ଶ୍ରୀ ସୁବାଷ ମହାରଣା ଯୋଗଦାନ କରିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଅଜଣା ମହିଳା ଙ୍କ ମୃତଦେହ ଠାବ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort