ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ସ୍ଥିତ ବହୁ ପୂରାତନ ମାଁମାଣିକେଶ୍ବରୀଙ୍କ ମନ୍ଦିରର କିଛି ଅଂଶ ଭାଙ୍ଗିବା ନେଇ ମାଁଙ୍କ ଅନୁମତି ନିଆଗଲା।

ଥୁ ରାମପୁର ରୁ ବଳଭଦ୍ର ବାଗ ଙ୍କ ରେପୋର୍ଟ- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଥିବା ବହୁପୂରାତନ ଶକ୍ତିପୀଠ ମାଁଙ୍କ ମନ୍ଦିର ରଜାରାଜୁଡା ସମୟରେ ନିର୍ମାଣ ହୋଇଥିଲା। ଏହି ମନ୍ଦିର ଆଜକୁ ପ୍ରାୟ ଆଠଶହ ବର୍ଷର ବୋଲି ଅନୁମାନ କରାଯାଏ। ମାଁଙ୍କ ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି। ଏନେଇ ଅଞ୍ଚଳର କିଛି ଲୋକ ଓ ପୂଜାକମିଟିର ଅନୁରୋଧ କ୍ରମେ ପୂରୁଣା ମନ୍ଦିର କିଛି ଅଂଶ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ ଦିଗରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସ୍ଥାନୀୟ ବିଧାୟକ ଓ ପୂର୍ବତନ ବିଧାୟକ ଓ ପୂଜାକମିଟି ଜଣାଇଥିଲେ। ଏହା ଉପରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ଦୁଇକୋଟି ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ତେଣୁ ମାଁଙ୍କ ପୂରୁଣା ମନ୍ଦିର ଗର୍ଭଗୃହର ବାହାର କିଛି ଅଂଶ ଭଙ୍ଗିବାର ଆବଶ୍ୟକ ରହିଅଛି। ମାଁମାଣିକେଶ୍ବରୀ ଅନୁମତି ଲୋଡିଛନ୍ତି। ପୂଜାର୍ଚ୍ଚନା କରାଯିବା ସହିତ ସନ୍ତୁଷ୍ଟ କରାଯିବା ପାଇଁ ଭବାନୀପାଟଣା ମାଁମାଣିକେଶ୍ବରୀ ମନ୍ଦିରର ପୂଜକ ଅଶ୍ବିନୀ କୁମାର ମଣ୍ତ ଓ ଦକ୍ଷିଣ କାଳୀ ମନ୍ଦିର ପୂଜକ ଶ୍ରୀ ବସନ୍ତ କୁମାର ପାଢ଼ୀ ପୂଜାକମିଟିର ଅନୁରୋଧ କ୍ରମେ ମାଁମାଣିକେଶ୍ବରୀ ଠାରେ ବିଭିନ୍ନ ମନ୍ତ୍ର ସହ ଚଣ୍ତିପାଠରେ ମାଁଙ୍କୁ ଆବହନ ପୂର୍ବକ ପୂଜାର୍ଚ୍ଚନାର କରିଥିଲେ। ଅଳ୍ପ ଦିନ ଭିତରେ ମାନ୍ଯବର ମୂଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ନୂତନ ମନ୍ଦିର ନିର୍ମାଣ ଅବସରେ ଭର୍ଚୂଆଲ ମାଧ୍ୟମରେ ଶିଳାନ୍ୟାସ କରିବା ପାଇଁ ଆସିବାର ସୂଚନାରୁ ଜଣାପଡିଛି।ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ଯକ୍ରମରେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ପୂର୍ବତନ ବିଧାୟକ ଶ୍ରୀ ବଳଭଦ୍ର ମାଝୀ,ପୂର୍ବତନ ସାଂସଦ ଶ୍ରୀ ଅର୍କକେଶରୀ ଓ ପୂର୍ବତନ ଲାଞ୍ଜିଗଡ ବିଧାୟକ ଶ୍ରୀ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଭଦ୍ରବ୍ୟକ୍ତି ପୂଜାକମିଟିର ସଦସ୍ୟ ଉପସ୍ଥିତ ରହିଥିଲେ।

Related posts

ପରିତ୍ୟକ୍ତ କୁଆ ରୁ ଗାଈ କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

ଜଗତ ଜନନୀ ମା କାଳୀ ପୂଜା ଅନୁଷ୍ଠିତ

Sunil Chandra Nayak

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort