ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜନ୍-୨୪ ଆନ୍ତଃଜିଲ୍ଲା ସିନିୟର କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ଭବାନୀ ପାଟଣା – – – – କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଆୟୋଜିତ OCA ଭିଜନ୍ -୨୪ ଆନ୍ତଃଜିଲ୍ଲା ସିନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିବା ଜୁନାଗଡ଼ ର ନିଉ ରେଡ୍ ଷ୍ଟାର୍ ଓ ରନର୍ସଅପ ଆରିୟନ଼ କ୍ଲବ ଭବାନୀପାଟଣା ଉଭୟ ଦଳ ଙ୍କୁ ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଟ୍ରଫି ପ୍ରଦାନ କରିଥିଲେ। ଜୁନାଗଡ଼ NRSSC ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲେ।ବିପ୍ଳବ ସିଂ ଓ ତେଜେଶ୍ୱର ମାଝୀ ଖେଳ ପରିଚାଳନା କରିଥିବା ବେଳେ ସାକ୍ଷୀ ଗୋପାଳ ପଣ୍ଡା ଡିଜିଟାଲ ସ୍କୋରର ଓ ଜୟଦୀପ ସିଂ ମାନୁଆଲ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଜୁନାଗଡ଼ NRSSC ର କ୍ଷୀରୋଦ ମାଝିଙ୍କୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବରେ ପ୍ରଥମ ସୁରେନ୍ଦ୍ର ନାଥ ତ୍ରିପାଠୀ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସଂସ୍ଥା ର ସହ ସମ୍ପାଦକ ସୁନୀଲ କୁମାର ବେହେରା, କ୍ରିକେଟ ସମ୍ପାଦକ ସନ୍ଥ ସିଂ ପରିଚାଳନା କରିଥିବା ବେଳେ ଭିକାରୀ ଚରଣ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଳୀ ଚରଣ ପଟ୍ଟନାୟକ, ମହମ୍ମଦ ଅବଦୁଲ କାଦର, ଅଜୟ ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ସୁବାସ ପଣ୍ଡା, ପଙ୍କଜ ପଟ୍ଟନାୟକ, ନିର୍ମଳ ସିଂ, ଧୀରେନ୍ ପଟ୍ଟନାୟକ, ଚକ୍ରଧର ସେଠି, ଅଶୋକ ପଟ୍ଟନାୟକ, ବିପିନ ମିଶ୍ର, ଜନ୍ମେଜୟ ସରାବୁ, ରବି କାନୁନଗୋ, ସାମ୍ବାଦିକ ସ୍ଵାଧୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବହୁ କ୍ରୀଡାପ୍ରେମୀ, ଦର୍ଶକ ଖେଳଟିକୁ ଉପଭୋଗ କରିଥିଲେ।

Related posts

ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଭାତ ନଳିନୀ ସାହୁଙ୍କ ପୁସ୍ତକ “ନୂଆ ସକାଳ ” ଲୋକାର୍ପିତ

Sunil Chandra Nayak

ସାହିତ୍ୟ ଅଗଣା – ବଞ୍ଚିବାକୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort