ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଞ୍ଜୀବ ମେମୋରିଆଲ କ୍ରୀକେଟ୍ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଯାଇଛି

 

 

ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୂଖ୍ଯାଳୟ ସ୍ଥାନୀୟ ଖଣ୍ତୁଆଳ ଖେଳପଡିଆ ଠାରେ ସଞ୍ଜୀବ ମେମୋରିଆଲ୍ କ୍ରୀକେଟ୍ ଟୁର୍ଣ୍ଣାମେଟ୍ ଉଦଘାଟନ୍ ହୋଇଛି। କ୍ରୀଡାପ୍ରେମୀ ସର୍ଗତ ସଞ୍ଜୀବ କୁମାର ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ନବଜୀବନ ଯୁବ ଅନୁଷ୍ଠାନ ତରଫରୁ ଟୁର୍ଣ୍ଣାମେଟ୍ ଆୟୋଜନ କରିଛି। ଟୁର୍ଣ୍ଣାମେଟ୍ ୨୦ ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଉଦଘାଟନ ପ୍ରଥମ ଦିନରେ ନବଜୀବନ ଯୁବ ଅନୁଷ୍ଠାନ ଓ ଦେରଗୁଡାଙ୍କ ମଧ୍ୟରେ ଖେଳ ଖେଳାଯାଇଛି। ଏହି ଖେଳରେ ନବଜୀବନ ଯୁବ ଅନୁଷ୍ଠାନ ପ୍ରଥମେ ବ୍ଯାଟିଂ କରି ସେ ନିର୍ଦ୍ଧାରିତ ସମୟରେ ୧୦ ଓଭର ୬ ଓ୍ବିକେଟ ହରାଇ ୮୧ ରନ୍ ସଂଗ୍ରହ କରିପାରିଥିଲା। ଦେରଗୁଡ ଦଳରୁ ୧୦ ଓଭରେ ୫ ଓ୍ବିକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଦେରଗୁଡା ଦଳକୁ ୨ରନ୍ ରେ ହରାଇ ନବଜୀବନ ଯୁବ ଅନୁଷ୍ଠାନ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ସକ୍ଷମ ହୋଇଛି। କ୍ରୀକେଟ୍ ଖେଳକୁ ବରୁଣ ବାଗ ଓ ବୀରେନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ବାପୁ ଓ ଦୀପକ ସହଯୋଗ କରିଥିଲେ। ଖେଳର ଧାରା ବିବରଣୀ କେଶବ ନାଏକ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଟ୍ ର ଉଦଘାଟନ କାର୍ଯ୍ଯକ୍ରମରେ ମୂଖ୍ଯ ଅତିଥି ଭାବେ ନବଜୀବନ ଯୁବ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପୂର୍ବତନ ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରଥମ ଉପ ସଭାପତି ଶ୍ରୀ ଅନିରୁଦ୍ଧ ନାଏକ, ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ନାଏକ, ପୂର୍ବତନ ସହସମ୍ପାଦକ ଶ୍ରୀ ପ୍ରଦୀପ କୁମାର ନାଏକ,ଅଜୟ ସୁନାନୀ, ସବିର ଧଙ୍ଗଡା ମାଝୀ, ଜ୍ୟୋତିଷ କୁମାର ବେଣୁପାଣି, ବିକ୍ରମ କୁମାର, ପ୍ରମୁଖ ଯୋଗଦେଇ ଖେଳାଳୀ ଓ ଆୟୋଜକ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ରହି ସର୍ଗତ ସଞ୍ଜୀବ ନାଏକଙ୍କ ସ୍ମୃତିକୁ ମନେ ପକାଇଥିଲେ। ଟୁର୍ଣ୍ଣାମେଟ୍ କୁ ନବଜୀବନ ଯୁବ ଅନୁଷ୍ଠାନ ସଭାପତି ବବଲୁ ଧଙ୍ଗଡାମାଝୀ ସନ୍ତୋଷ କୁମାର ନାଏକ, ସିଦ୍ଧାର୍ଥ ନାଏକ ସହଯୋଗ କରିଥିଲେ।

Related posts

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ ପ୍ରବନ୍ଧ ଶ୍ରୀ କୃଷ୍ଣ ଜନ୍ମ

Sunil Chandra Nayak

ଏସ. କେ. ଜି. ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort