ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରବାହାଲ ମଣ୍ଡିରେ ଚାଲିଛି ଏଜେଣ୍ଟ ଙ୍କ ମର୍ଜି: ଚାଷୀ ମନରେ ଅସନ୍ତୋଷ

ରଜନୀକାନ୍ତ ସମର୍ଲିଆ ଙ୍କ ଠାରୁ

ଭବାନୀପାଟଣା:– କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ବ୍ଳକ ଅଧିନସ୍ଥ ଚାରବାହାଲ ମଣ୍ଡିରେ ଏଜେଣ୍ଟ ଙ୍କ ମନମୂଖୀ ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ଚାଷୀଙ୍କୁ ହଇରାଣ ହୋଇ ଥିବା ଦେଖିବାକୁ ମିଳିଛି। ଚଳିତ ଖରିଫ ଋତୁରେ ସ୍ଥାନୀୟ ପେକ୍ସ ତତ୍ବାବଧାନରେ ମଣ୍ଡିରେ ଧାନ କିଣା ଚାଲିଥିବା ବେଳେ ମିଲର୍ସଙ୍କ ଏଜେଣ୍ଟ କିନ୍ତୁ ନିଜ ମନ୍ଦିରେ ଚାଷୀଙ୍କ ଧାନ ଉଠାଉଥିବା ଦେଖିବାକୁ ମିଳିଛି। ଜନୈକ ଚାଷୀଙ୍କ ଗତ ନଭେମ୍ବର ମାସ ୩୦ ତାରିଖ ଦିନ ଧାନ ଉଠାଣ ପାଇଁ ଟୋକନରେ ଦିନ ଧାର୍ଯ୍ୟ କରିଥିବା ବେଳେ ପ୍ରାୟ ୨୦ ଦିନ ହେବ ଧାନ ଉଠି ପାରିନାହିଁ। ଏଜେଣ୍ଟ ଜଣକ ଆଜିକାଲି କହି ଦିନ ଗଡାଇ ଚାଲିଛନ୍ତି। କେବଳ ସେତିକି ନୁହେଁ ଦୁଇ ଚାରି ଦିନ ତଳର ଚାଷୀଙ୍କ ଧାନ ଉଠାଉଥିବା ବେଳେ ପୁରୁଣା ଟୋକନଧାରୀ ଙ୍କ ଧାନ ଉଠାଇବାରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଏଥରକ ଚାଷୀଙ୍କୁ ମାସ ମାସ ଅନ୍ତରାଳରେ ତାରିଖ ଧାର୍ଯ୍ୟ କରି ଚାଷୀ ଙ୍କୁ ଅଯଥାରେ ଯୋଗାଣ ବିଭାଗ ଏକପ୍ରକାର ଚାଷୀଙ୍କ ମନୋବଳକୁ ଭାଙ୍ଗି ଦେଇଛନ୍ତି ବୋଲି ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏଭଳି ଦୀର୍ଘ ଦିନ ଚାଷୀଙ୍କୁ ଝୁଲାଇ ରଖି ଚାଷୀଙ୍କୁ ଅଭାବୀ ଧାନ ବିକ୍ରି ଅଭିଯୋଗରୁ ମୁକ୍ତିଲାଭ କରିବାକୁ ଚକ୍ରାନ୍ତ ମନେହୁଏ। ସେହିପରି ଏହି ମଣ୍ଡିରେ ୫ କିଲୋ କଟନୀ ସହିତ ବସ୍ତା ବାବଦକୁ ପ୍ରାୟ ଏକ କିଲୋ ପର୍ଯ୍ୟନ୍ତ କଟନୀ କରୁଥିବା ଚାଷୀଙ୍କ ଠାରୁ ପ୍ରକାଶ। ଏଥିସହ ବସ୍ତା ପାଇଁ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କିଛି ଚାଷୀ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related posts

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

Sunil Chandra Nayak

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort