ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମକେଲା ଉପମଣ୍ଡି ଚାଷୀଙ୍କୁ ନେଇ ଚାଷୀ କମିଟି ଗଠନ, ମଣ୍ଡି ଶୃଙ୍ଖଳିତ ପରିଚାଳନା ପାଇଁ ତାଗିଦ୍

 

ନର୍ଲା ( ମ.ପ୍ର) ରାଜ୍ୟ ସରକାର ଧାନ କିଣାବିକା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ, ସୁଚାରୁରୂପେ ଓ ଏଥିରେ ସ୍ଵଚ୍ଛତା ଆଣିବାରେ ପ୍ରୟାସ କରୁଥିବା ସ୍ଥଳେ ମିଲର୍ସ ଓ ଏଜେଣ୍ଟ ଓ ଧାନ କିଣା ସଂସ୍ଥାର ମନମାନୀ ନିତି ଯୋଗୁଁ ଚଳିତବର୍ଷ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର ସମବାୟ ସମିତି ଅନ୍ତର୍ଭୁକ୍ତ ଭୀମକେଲା ଉପମଣ୍ଡିର ସମସ୍ତ ଚାଷୀ ମାନଙ୍କୁ ନେଇ ଏକ ଚାଷୀ କମିଟି ଭୀମକେଲା ବସ୍ତରେନ ମନ୍ଦିର ପରିସରରେ ଗଠନ କରାଯାଇଥିଲା। ଏହି ମଣ୍ଡିରେ କିପରି ସମସ୍ତ ଚାଷୀ ଶୃଙ୍ଖଳିତ ଭାବେ ଧାନ ବିକ୍ରି କରିପାରିବେ ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଚାଷୀ କମିଟି ତଥା ସଂଗଠନର ସଭାପତି ରୂପେ ଚାଷୀ ଲିଙ୍ଗରାଜ କରୁଆଁ, ସଂପାଦକ ଭାବେ ଚାଷୀ ଶରତ ନାଏକଙ୍କୁ ସର୍ବ ସମ୍ପତି କ୍ରମେ ଚୟନ କରାଯାଇଥିଲା। ଭୀମକେଲା ଓ ପଲସାପଡା ଗ୍ରାମର ଚାଷୀ ଝଜ ସା,ଜପରାମ କରୁଆଁ, ମୋତି ରଞ୍ଜନ ସାହୁ, ଛନ୍ଦା ଚରଣ ସାହୁ,କମଳ ରଣା, ସଞ୍ଜିବ ସାହୁ, ଅକ୍ଷୟ ମାଝୀ, ଶମ୍ଭୁ ଭୋଇ, ସଦାନନ୍ଦ ବାଗ, ସୁରେଶ ନାଏକ, ବିନୋଦ ନାଏକ, ପ୍ରହଲ୍ଲାଦ ନାଏକ, ଚନ୍ଦ୍ର ଧ୍ୱଜ ସାହୁ ପ୍ରମୁଖ କମିଟିରେ ସଭ୍ୟ ରୂପେ ମନୋନୀତ ହୋଇଥିଲେ। ଆଲୋଚନା ସଭାରେ ଅନେକ ଚାଷୀ ଭୀମକେଲା ଉପମଣ୍ଡିରେ ଅନେକ କ୍ଷତି ସହୁଥିବାର ଅଭିଯୋଗ ଆଣିଥିଲେ। ଧାନର ମାନ ଉନ୍ନତ ଥିବା ସତ୍ବେ ଚାଷୀ ମାନଙ୍କ ଠାରୁ ୬ କେଜିରୁ ଉର୍ଦ୍ଧ୍ବ ଧାନ କଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ନିଜ ଅଖାବସ୍ତାରେ ଧାନ ଆଣିବା ପରେ ଧାନ ବସ୍ତା ବଦଳ ସମୟରେ ଅଖାପ୍ରତି ୩ଟଙ୍କା ଲେଖାଏଁ ପ୍ରତି ଚାଷୀଙ୍କ ଠାରୁ ଆଦାୟ ହେଉଥିବା ଚାଷୀ ମୋତି ରଞ୍ଜନ ସାହୁ ଅଭିଯୋଗ ଆଣିଛନ୍ତି। ସେହିପରି କ୍ୱଣ୍ଟାଲର ଓଜନ ସମୟରେ ତିନିଗୋଟି ଜରିବସ୍ତା ଉପରୁ ୩ କେଜି ଯାଏଁ ଧାନ କଟନି ଛଟନୀ କରାଯାଉଥିବାରୁ ଏଠାରେ ଚାଷୀଙ୍କ ଗଭୀର ଅସନ୍ତୋଷ ଦେଖାଦେଇଛି। ଏହି ମଣ୍ଡିରେ ଆଠ ଗୋଟି ମିଲର୍ସ ଧାନ ଉଠାଣ ସକାଶେ ନିୟୋଜିତ ହୋଇଥିବା ସତ୍ବେ କେବଳ ଏକ ରୁ ଦୁଇ ଜଣ ଏଜେଣ୍ଟଙ୍କ ଉପସ୍ଥିତରେ ତାଙ୍କ ମର୍ଜି ଉପରେ ଧାନ ଉଠାଣ ହେଉଥିବା ବେଳେ ଦିନକୁ ଦୁଇଟି ଟ୍ରକରେ ହିଁ ଧାନ ବୋଝେଇ ହେଉଛି। ଏହା ଫଳରେ ଅତି ମନ୍ଥର ଗତିରେ ଧାନ କ୍ରୟ ପ୍ରକ୍ରିୟା ହେଉଛି ଯାହା ଫଳରେ ଚାଷୀମାନେ ଦୀର୍ଘ ଦିନ ଧରି ଶୀତ କାକରରେ କଷ୍ଟ ସହି ପଡ଼ି ରହୁଛି। ଏ ସବୁର ସୁଧାର କରା ନ ଗଲେ ଚାଷୀ ସଂଗଠନ ଆଗକୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଚାଷୀ କମିଟିର ସଭାପତି ଲିଙ୍ଗରାଜ କରୁଆଁ ଓ ଅନେକ ଚାଷୀ ମତ ପ୍ରକାଶ କରିଥିଲେ।

 

ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

୧୦ ଦଫା ଦାବି ନେଇ ରାଇରଙ୍ଗପୁର ବିଧାୟକଙ୍କୁ ଭେଟିଲେ ଓଡ଼ିଶା ଡ୍ରାଇଭର ମହାସଂଘର‌ କର୍ମକର୍ତ୍ତା

Sunil Chandra Nayak

ବିଦ୍ୟାଳୟରେ ତାଲା ପଡିବା ଘଟଣା, ତାଲା ଖୋଲିଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort