ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁରରେ କଂଗ୍ରେସ ଦଳର ବିରାଟ ସାଧାରଣ ସଭା ଓ କର୍ମୀ ସମ୍ମିଳନୀ,

 

 

ଥୁଆମୂଳ ରାମପୁର :- (ବଳଭଦ୍ର ବାଗଙ୍କ ରିପୋର୍ଟ )କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଥୁଆମୂଳ ରାମପୁର ଠାରେ ବିରାଟ ସାଧାରଣ ସଭା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଦଳର ପୂର୍ବତନ ସାଂସଦ ଶ୍ରୀ ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଭାରତ ବେମାଲ,ରାଜ୍ୟ ଯୁବ କଂଗ୍ରେସ ଦଳର ସଭାପତି ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ରବି ପର୍ଟ୍ଟଯୋଶୀ,ଶ୍ରୀ ମହମ୍ମଦ ସାହେବ,ଶ୍ରୀ ମାଣିକ୍ଯ ସୁନା,ଶ୍ରୀ ସୁଶାନ୍ତ ପ୍ରଧାନୀ ସମେତ୍ ଥୁଆମୂଳ ରାମପୁର ବ୍ଳକର କଂଗ୍ରେସ କମିଟିର ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଦୌପଦୀ ମାଝୀ, ସ୍ଥାନୀୟ ସମିତି ସଭ୍ୟ ଶ୍ରୀ ମନରଞ୍ଜନ ନାଏକ, ଜିଲ୍ଲା ପରିଷଦ ଜୋନ ୧- ର ମୂରଲୀଧର ନାଏକ,ଶ୍ରୀ ପରମାନନ୍ଦ ମାଝୀ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବ୍ଳକର ଅନେକ ବରିଷ୍ଠ କଂଗ୍ରେସ କର୍ମୀ ଓ କାଶିପୁର ବ୍ଳକରୁ ବରିଷ୍ଠ କଂଗ୍ରେସ କର୍ମୀ ଓ ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ଦଳର ଅନେକ କର୍ମୀ ଯୋଗଦେଇଥିଲେ। ଏହି କାର୍ଯ୍ଯକ୍ରମ ଅବସରରେ ବିଜେପି ଦଳର କେତେକ କର୍ମୀ ତାଙ୍କ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ମଞ୍ଚାସୀନ ଅତିଥି ମାନେ ଜନସଚେତନତା ଉପରେ ତାଙ୍କ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ଜନତାଙ୍କ ସଚେତନତା ଅଭାବର ସୁଯୋଗ ନେଇ ନିର୍ବାଚିତ ପ୍ରତିନିଧି ମାନଙ୍କର ଦୌରାମ୍ଯ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି, ତାହାର ଉଚିତ୍ ଜବାବ ଦେବା ନେଇ କଂଗ୍ରେସର ବରିଷ୍ଠ ନେତା ମାନେ ତାଙ୍କ ଅଭିଭାଷଣରେ କହିଥିଲେ।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort