। । ଗୋଳାମୁଣ୍ଡା/ମସିହା,(ରାମକୁମାର ସେନାପତି) ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଓ ଶାନ୍ତିକୁଞ୍ଜ ହରିଦ୍ୱାର ଙ୍କ ନିର୍ଦ୍ଦେଶ କ୍ରମେ ଅନେକ ସ୍ଥାନରେ ଗାୟିତ୍ରୀ ମହା ଜଜ୍ଞଚାଲିଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକ ଖଳିଆପାଳି ଗ୍ରାମରେ ଆଜି ନବକୁଣ୍ଡିଅଗାୟତ୍ରୀମହାଯଜ୍ଞ ଅନୁଷ୍ଠିତ ହୋଇଥିଲା, ଗତ କାଲି ଶତାଧିକ ମହିଳାଙ୍କଦ୍ଵାରା କଳସ ଯାତ୍ରା ହୋଇଥିଲା ବେଳେ ଆଜି ଓ ଆସନ୍ତା କାଲି ପର୍ଯ୍ୟନ୍ତ କୁଣ୍ଡଜଜ୍ଞହେବ,ଏହି ଜଜ୍ଞରେ ଶାନ୍ତିକୁଜ ହରିଦ୍ୱାର ଋଷିପୁତ୍ର ତଥା ପରିବ୍ରାଜକ ମିନିକେତନ ପାତ୍ର ଟୋଲି ଭାବରେଓ ସହସଯୋଗୀ ବିଜୟ ପଧାନ ପ୍ରମୁଖ ପରିଚାଳନା କରିଥିଲେ,ଏବଂ ମୁଣ୍ଡନ, ପଂସବନ, ଦୀକ୍ଷା ଭଳିସଂସ୍କାର କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି,ଏଥିରେ ବହୁ ସଂଖ୍ୟକ ଭାବେ ହଜାର ହଜାରମହିଳା ଓ ପୁରୁଷ ଲୋକେ କୁଣ୍ଡରେ ଆହୁତ ପ୍ରଦାନ କରିଥିଲେ, ଏବଂ ଖାଲିଆପଲି ଗାୟତ୍ରୀ ଜଜ୍ଞପରିଚାଳନା କମିଟିର ସଦସ୍ୟ ମାନେ ବହୁ ଭାବେ କାର୍ଯ୍ୟରେ ସହଯୋଗ କରିବା ସହିତ ଆସନ୍ତା କାଲି ପୂର୍ଣାହୁତି ହେବ,ବୋଲି କହିଛନ୍ତି,
କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ,ମସିହା ନିଉଜ,