ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟଙ୍ଗ ଷ୍ଟାର ଗ୍ରୁପ ମଣ୍ଡଳ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଟେମରା ଦଳ ଚମ୍ପିୟାନ,

କଲମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – କଳାହାଣ୍ଡି

ଜିଲ୍ଲା କଲମପୁର ବ୍କକ ଅନ୍ତର୍ଗତ ମଣ୍ଡଳ ସାଗର ଖେଳ ପଡିଆରେ ୟଙ୍ଗ ଷ୍ଟାର ଗ୍ରୁପ କ୍ରିକେଟ କମିଟି ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ଟୁର୍ଣ୍ଣାମେଣ୍ଟଟି ୧୭ତାରିଖ ଦିନ ଆରମ୍ଭ ହୋଇ ୨୪ତାରିଖ ଉଦଯାପିତ ହୋଇଛି । ଏଥିରେ ୧୬ଟି ଦଳ ଭାଗନେଇ ଖେଳ ଖେଳିଥିଲେ । ଉଦଯ୍ଯାପନ ଦିବସର ଟେମରା ଦଳ ଏବଂ ଭାଟିଗାଁ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଟେମରା ଦଳ ବ୍ୟାଟିଙ୍ଗକରୀ

୧୦ ଓଭର ବିନିମୟରେ ୧୧୮ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଭାଟିଗାଁ ଦଳ ଖେଳଟିକୁ ଭଲ ପ୍ରଦର୍ଶନ କରି ନପାରି ୮ଓଭର ସୁଦ୍ଧା ୫୪ରନ କରି ପରାଜୟ ହୋଇଥିଲେ,

ଖେଳଟିକୁ ଏମ୍ପାୟାର ଭାବରେ

ଶ୍ରବଣ ଭୋଇ ଏବଂ କାଁହୁଚରଣ ଭୋଇ ପରିଚାଳନା କରିଥିଲେ ।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରଦୀପ କୁମାର ବେହେରା । ମୁଖ୍ୟ ବକ୍ତା ଭାବରେ ଦିବ୍ୟରଞ୍ଜନ ସାହୁ , ସଂମ୍ମାନୀୟ ଅତିଥି ଭାବରେ ପୋଲିସ କର୍ମଚାରୀ ବିକ୍ରମ ନାଏକ , ପ୍ରହଲ୍ଲାଦ ନିଆଁଲ , ପ୍ରଭାତ ଦୁର୍ଗା , ମାଙ୍ଗେଲାଲ ବାଗ , ଚିତ୍ରସେନ ନାଏକ , ସେନାପତି ନାଏକ ପ୍ରମୁଖ ମଞ୍ଚାସିନ ଥିଲେ , ଖେଳଟିକୁ ଲମ୍ବୁଦର ଦୁର୍ଗା ଏବଂ ତୁଳସୀ ତୁରୁ

ଧାରାବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଦ୍ଵାରା ଚମ୍ପିୟାନ ଟେମରା ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ରନର୍ସ ଭାବରେ ଭାଟିଗାଁ ଦଳକୁ ରନର୍ସ କପ ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ୟଙ୍ଗଷ୍ଟାର ଗ୍ରୁପର ସଭାପତି ଜୟସଙ୍କର ଦୁର୍ଗା , ସମ୍ପାଦକ ରଘୁନାଥ ଛତ୍ରୀଆ ତଥା କମିଟିର ନିରଞ୍ଜନ ବାଗ , ବୈଷ୍ଟବ ନାଏକ , ସତ୍ୟବାହାନ ପାଳ , ବେଣୁଧର ନାଏକ , ଲକ୍ଷ୍ମଣ ବାଗ , ସଞ୍ଜୟ ସୁନାନୀ , ଆଶୁତୋଷ ନିଆଁଲ , ସରୋଜ ସୁନାନୀ ,

ଅଜୟ ସୁନାନୀ , ରମେଶ ଦୁର୍ଗା , ଭୁପେଶ ନାଏକ , ସୁରିୟା ନାଏକ , ନରେଶ ତୁରୁ, କୌରବ ଦୁର୍ଗା ତଥା ଯୁବଗୋଷ୍ଟି ମାନଙ୍କ ସହଯୋଗରେ ଖେଳ

ଉଦଯାପିତ ହୋଇଯାଇଛି ।

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

ଦୁନିଆରେ ଫୁଲର ବିଚିତ୍ର ସଂସାର…..

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort