———-
ଭବାନୀପାଟଣା -(ମ ନି ସ) କଲା ହାଣ୍ଡି ଜିଲ୍ଲାର ବି ଜେ ଡି ଦଳ ରୁ ଏକ ବିରାଟ ମିଶ୍ରଣ ପର୍ବ ଭାଗିରଥି ମହଲ ନିକଟରେ ପାଳିତ ହୋଇ ଯାଇଛି, ଏହି ପର୍ବ ରେ ଜିଲ୍ଲା ସଭାପତି ଶ୍ରୀ ପୁଷ୍ପେନ୍ଦୁ ସିଂ ଦେଓ, ମନ୍ତ୍ରୀ ଶ୍ରୀ ଦିବ୍ୟସଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର, ଜିଲ୍ଲା ସମ୍ପାଦକ ଭବାନୀ ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ, ଗୋବର୍ଦ୍ଧନ ଦାସ,, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ, ଜିଲ୍ଲା ଏସ ସି ସେଲ ସଭାପତି ଶ୍ରୀ ପ୍ରଶାନ୍ତ ନାଏକ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ, ସୁଶୀଲ କୁମାର ସାହୁ ତଥା ଜିଲ୍ଲା ର ବି ଜେ ଡି କର୍ମକର୍ତ୍ତା ଉପସ୍ଥିତି ରେ ଅଞ୍ଚଳ ର କଂଗ୍ରେସ ର ଟାଣୁଆ ନେତା ଦେଶ ରାଜ ଯୁଆଡ 1000କର୍ମୀ ସହ ବି ଜେ ଡି ରେ ମିଶିଥିଲେ ଏବଂ ଆଉଜଣେ ବି ଜେ ପି ର ବିଶିଷ୍ଟ ନେତା ବଦ୍ରି ପଟ୍ଟନାୟକ ମଧ୍ୟ୍ୟ 1000ଜଣ କର୍ମୀ ଙ୍କୁ ନେଇ ବି ଜେ ଡି ରେ ଆଜି ମିଶି ଛନ୍ତି, ବର୍ତ୍ତମାନ କଳାହାଣ୍ଡି ରେ ସବୁ ଦଳ କୁ ଚାପି ଦେଇ ବି ଜେ ଡି ଦଳ ବିସ୍ତାର କରି ବାରେ ଧୁରନ୍ଧର ହୋଇଛି, ଆଗାମୀ ନିର୍ବାଚନ ରେ ବି ଜେ ଡି ସୁଫଳ ପାଇବାର ସୂଚନା ଜଣାଯାଉଛି.