ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ଖଡ଼ିଆଳ ପକ୍ଷରୁ ଭାରତର ଯସସ୍ବୀ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ୯୭ ତମ ଜନ୍ମ ଦିବସ ହର୍ଷ ଉଲ୍ଲାସହରେ ପାଳିତ ହୋଇଯାଇଛି । ଉତ୍ସବ ରେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ଯୁବରାଜ ଦେବଦେଵ ସିଂ ଦେଓ,ବିକାଶ ଅଗ୍ରୱାଲ,ସୁଜନ ନାଗ,ହରି ପ୍ରଧାନୀ,କ୍ଷୀର ପ୍ରସାଦ ରାଉତ ସମେତ ଭାରତୀୟ ଜନତା ପାର୍ଟି ର ପ୍ରମୁଖ ନେତା ଓ କର୍ମୀ ଯୋଗଦେଇ ଅଟଳ ଜି ଅମର ରହେ ସ୍ଲୋଗାନ ଦେଇଛନ୍ତି ।(ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ )