ମିଶନ ଶକ୍ତି ବିଭାଗ ର ନିର୍ଦ୍ଦେଶ କ୍ରମେ ଖଡିଆଳ ଏନ୍ ଏ ସି ର ସମସ୍ତ ୱାର୍ଡ ରେ ସରକାର କଂ ବିଭିନ୍ନ ବିଭାଗ ରେ ଏସ୍ ଏଚ୍ ଜି ଗୋଷ୍ଠୀ ର ସଦସ୍ୟା ମାନେ ସହଭାଗୀ ହୋଇ ଆର୍ଥିକ ଅନ୍ତର୍ଭୁକ୍ତ କରଣ ରେ ସାମିଲ ହୋଇପାରିବେ ସେଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ମହିଳା ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା କଂ ତଦାରଖ ରେ ହେଉଥିବା ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ରେ ପ୍ରତୈକ ୱାର୍ଡ ର ଦୁଇ ଜଣ ତାଲିମ ପ୍ରାପ୍ତ କରିଥିବା ତାଲିମ ଦାତ୍ରୀ ମଧ୍ଯ ଉପସ୍ଥିତ ରହି ମହିଳା ମାନକୁଂ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ରାଜ୍ଯ ସରକାର କରିଥିବା ବିଭିନ୍ନ ଯୋଜନାର ସୁଫଳ କିପରି ଭାବେର ଏସ୍ ଏଚ୍ ଜି ଗୋଷ୍ଠୀ ର ସଦସ୍ୟା ମାନେ ପାଇପାରିବେ ସେ ବାବଦରେ ସମସ୍ତ ଗୋଷ୍ଠୀ ର ସଦସ୍ୟା ମାନକୁଂ ବିସ୍ତୃତ ଭାବରେ ବୁଝାଉଛନ୍ତି ।(ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ)