ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଦିବସ ପାଳିତ

ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ ( ମସିହା) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଜେପି ମଣ୍ତଳ ପକ୍ଷରୁ ପୂର୍ବତନ ସର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଦିବସ ମଣ୍ତଳ ସଭାପତି ସୁଶାନ୍ତ ନାଏକଙ୍କ ଅଧ୍ଯକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଥୁଆମୂଳ ରାମପୁର ବ୍ଳକ ବିଜେପି ଦଳର ବରିଷ୍ଠ ସଦସ୍ଯ ଶ୍ରୀ ବାଜରା ଭୋଇ, ଶ୍ରୀ ବିପିନ ନାଏକ, ଥୁଆମୂଳ ରାମପୁର ମଣ୍ତଳ ଶାଖା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପରିଛା, ବାମୁନୁ ନାଏକ, ଜିଲ୍ଲା କାର୍ଯ୍ଯକାରିଣୀ ସମ୍ପାଦକ ଶ୍ରୀ ବିଷ୍ଣୁ ଚରଣ ନାଏକ, ଦୁଇ ନମ୍ବର ଜୋନ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଶ୍ରୀ ଦୀପକ ବାରିକ ପ୍ରମୁଖ ଯୋଗଦେଇ ଥିବା ବେଳେ ଦଳର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ପୂର୍ବତନ ସର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଯେଉଁ ଅବଦାନ ଭାରତ ମାଟିରେ ରହିଛି ତାହା ସ୍ମରଣଯୋଗ୍ୟ ହୋଇପାରିଛି। ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସେ ଅହରହ କାର୍ଯ୍ଯରେ ତତ୍ପରତା ପ୍ରକାଶ କରି ଦେଶକୁ ଆଗେଇ ନେବା ପାଇଁ ସକ୍ଷମ ହୋଇଥିଲେ। ତେଣୁ ତାଙ୍କୁ ଭାରତରତ୍ନ ଉପାଧିରେ ଅଳଙ୍କୃତ ହେବାକୁ ପଡିଥିଲା, ଆଜି ଜନମାନସରେ ଅବିସ୍ମରଣୀୟ ଭାବରେ ରହିଯାଇଛି।

Related posts

ମାର୍କେଟ କମ୍ପ୍ଲେକ୍ସ ଛାତ୍ ଭୁଶୁଡ଼ିଲା , ଅଳ୍ପକେ ବର୍ତିଲେ ଦୋକାନୀ ଓ ଗ୍ରାହକ

Sunil Chandra Nayak

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

Sunil Chandra Nayak

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort