ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କରୋନା ଯୋଦ୍ଧା ଅଙ୍ଗନ ୱାଡ଼ି କର୍ମୀ ଓ ଆଶାଦିଦୀ ଙ୍କୁ ସମ୍ବର୍ଦ୍ଧନା

କରୋନା ଯୋଦ୍ଧା ଅଙ୍ଗନ ୱାଡ଼ି କର୍ମୀ ଓ ଆଶାଦିଦୀ ଙ୍କୁ ସମ୍ବର୍ଦ୍ଧନା ।

ଧର୍ମଗଡ-

ମହାମାରୀ କୋରୋନା ର କଠିନ ସମୟରେ ଆଗ ଧାଡିରେ କାର୍ଯ୍ୟ ରତ ରହିଥିଲେ ଆଶା ଦିଦି ଓ ଅଙ୍ଗନବାଡି ଦିଦି । ତେବେ ସେହି ମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ନିଦ୍ଧେଶ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରମୁଖ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି ।

ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ନରସିଂହ ବିଷ୍ଣୁପ୍ରିୟା ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବିଧାୟକ ମୋଉଷଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ସମର୍ଦ୍ଧିତ କରିଥିଲେ । କରୋନା ମହାମାରୀ ସମୟରେ ଏହି ଯୋଦ୍ଧା ମାନେ ନିଜ ଜୀବନ କୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେଇ ଆସି ଥିବା ବେଳେ ସେମାନଙ୍କ ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ବିଧାୟକ ଶ୍ରୀ ବାଗ ପ୍ରକାଶ କରିଥିଲେ ! ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଶରତ ଚନ୍ଦ୍ର ସେଠି, ସିଡିପିଓ ସୂଚରିତା ମହାପାତ୍ର, ବିଜେଡି ବ୍ଲକ ସଭାପତି ଟିକମନ୍ ଯାଦବ ପ୍ରମୁଖ ମଞ୍ଚାସିନ ଥିଲେ । ଯୁବ ସଂଗଠକ ବିବେକ ରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ ! ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବ୍ଲକ ର ଦୁଇଶହ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଙ୍କ ସମେତ ୧୬୬ ଜଣ ଆଶା ଦିଦି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।(ଧର୍ମଗତ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)

Related posts

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

ଜଳବନ୍ଦୀ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତ ବ୍ୟକ୍ତିଙ୍କୁ ୩ କିମି ବୁହାହେଲା ଖଟିଆରେ

Sunil Chandra Nayak

୧୨ ବର୍ଷ ଶିକୁଳିରେ ବନ୍ଧା ପଡ଼ିଥିଲେ ବାରବଖରା ଗାଁ ର ୨ ଭାଇ,ଘଟଣା ର ୩ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇ ଗାଁ କୁ ଫେରିଲେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort