ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ବିଜେଡି ର ୨୫ତମ ପ୍ରତିଷ୍ଠା ଦିବସ 

ଧର୍ମଗଡ:- ଧର୍ମଗଡ ଠାରେ ଆଜି ବିଜୁ ଜନତାଦଳ ର ୨୫ ତମ ପ୍ରତିଷ୍ଠା ଦିବସ ଉତ୍ସବ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ସ୍ମାର୍ଟ୍ ପାର୍କ ନିକଟସ୍ଥ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧୀ ବାଗ, ବଲାଙ୍ଗୀର ଜିଲ୍ଲା ଜୋନ ସଭାନେତ୍ରୀ ଶ୍ରୀମତୀ କଲ୍ୟାଣୀ ନାଏକ, ଜିଲ୍ଲା ସାଧାରଣ ସଂପାଦକ ଥବିର ପ୍ରସାଦ ସାହୁ, ଧର୍ମଗଡ ବ୍ଲକ ସଭାପତି ଟିକମନ ଯାଦବ, ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ବିଜୁ ଯୁବଜନତା ଦଳ ଦିବ୍ୟସିଂ ମହାନ୍ତି, ମଦନ ମୋହନ ନାଏକ, ସୁନିଲ ଭଇଁସାଲ, ମିଥିଳା ପୁଞ୍ଜି, ମୁନି ରାମ ମାଝୀ, ବିଧାୟକ ପ୍ରତିନିଧି ସ୍ଵାଧୀନ ବାଗ, ସରକାରୀ ଅଧିବକ୍ତା ରାଜେନ୍ଦ୍ର ମୁନି, ଭବାନୀ ଶଙ୍କର ପଣ୍ଡା, ଅଜିତ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ବରିଷ୍ଠ ସଦସ୍ୟ ଅଶୋକ କୁମାର ମହାନ୍ତି ମଞ୍ଚ ପରିଚାଳନା କରି ଥିଲେ ।(ଧର୍ମଗତ ରୁ ବୈଦ୍ୟନାଥ ବେହେରା)

 

Related posts

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ଥୁଆମୂଳ ରାମପୁର  ତାଲବନ୍ଦ ପଡାଠାରେ ରଙ୍ଗାରଙ୍ଗ ଧାମାକା ମେଲୋଡି ଅନୁଷ୍ଠିତ

Sunil Chandra Nayak

ରାଉରକେଲା କଲେଜରେ ବନମହୋତ୍ସବ ସପ୍ତାହ ପାଳନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort