ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଭାବରେ ଭାବ ବଣିକ

ଭାବରେ ଭାବ ବଣିକ

ସୁରେନ୍ଦ୍ର କୁମାର ବେହେରା

କେଉଁ ତପବଳେ ଦାସିଆ ବାଉରୀ
ନଡ଼ିଆ ଟେ ଯାଚିଦେଲା
ଭାବ ବଣିକ ମୋ ହାତ ବଢ଼େଇଣ
ଶରଧାରେ ତୋଳିନେଲା ।1।
କେଉଁ ତପବଳେ ଭକ୍ତ ସାଲବେଗ
କେତେ ଦୂରୁ ଡାକଦେଲା
ଭାବର ଠାକୁର ଶରଧା ବାଲିରେ
ରଥ ଅଟକାଇ ଦେଲା ।2।
କେଉଁ ତପବଳେ ଶବରୀ ଅଇଁଠା
କୋଳି ଚାଖି ଖୁଆଇଲା
ଭାବ ଭକତିରେ ସୁଆଦିଆ କୋଳି
ମୋପ୍ରଭୁ ବସି ଖାଇଲା ।3।
କେଉଁ ତପବଳେ ବିଦୁର ଦୁଆରେ
ଶାଗଭଜା ଖୁଆଇଲା 
ଜାତି ଅଜାତିର ଟିକେବି ବିକାର
 ମୋ ପ୍ରଭୁ ମନେ ନଥିଲା ।4।
କେଉଁ ତପବଳେ ଯାଜପୁର ବନ୍ଧୁ
ଉପବାସେ ଶୋଇଥିଲା
ବନ୍ଧୁପାଇଁ ପୁଣି ରାତି ଅଧ ଟାରେ
ଭୋଗ ଥାଳି ଯାଚିଦେଲା ।5।
କେଉଁ ତପବଳେ ଭକ୍ତ ବଳରାମ
ବାଲି ରଥେ ସୁମରିଲା
ଭକତ ଗୁହାରି ଶୁଣି ପାରି ହରି
ବାଲି ରଥେ ଉଭାହେଲା ।6।
କେଉଁ ତପବଳେ ଗଣେଶ ଭଟ୍ଟଙ୍କ
କଥା ରଖିବାକୁ ହେଲା
ଗଜାନନ ବେଶ ହେବାପାଇଁ ପୁଣି
ମୋପ୍ରଭୁର ଇଛା ହେଲା ।7।
କେଉଁ ତପବଳେ ମତେ ଏସଂସାରେ
ମାନବ ଜନ୍ମ ମିଳିଲା
ଭକତ ଭାବରେ ଆଦରି ନେବାକୁ
ତୋଠାରେ ଅଳି ରହିଲା ।8।
ସୁରେନ୍ଦ୍ର କୁମାର ବେହେରା 
ଜିତିପୁର ,ହରିପୁର ହାଟ ,ଯାଜପୁର 

Related posts

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

ବେକରେ ରଶି ଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort