ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡିର ଶୋଭା ଯାତ୍ରା ରେ ହଟ ହଟ୍ଟl ହେଲେ ସାଂସଦ ଓ ବିଧାୟକ   ନୂତନ ବସ ଷ୍ଟାଣ୍ଡ କୋଷଗୁମୁଡାରେ ନିର୍ମାଣ ଦାବି 

 

 

ନବରଙ୍ଗପୁର , କୋଷାଗୁମୁଡା ଠାରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ମୋଟର ସାଇକେଲ ସଭା ଯାତ୍ରାକୁ କୋଷାଗୁମୁଡା ବସଷ୍ଟାଣ୍ଡ ଛକରେ ଅଟକାଇଲେ କୋଷାଗୁମୁଡା ର ଯୁବକ ସଙ୍ଘ ।ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କୋଷାଗୁମୁଡାର ବିକାଶ ପାଇଁ ଏକ ନୂତନ ବସଷ୍ଟାଣ୍ଡ କରିବା ପାଇଁ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଥିଲେ ଏହି ଶିଳାନ୍ୟାସ ନବରଙ୍ଗପୁର ଜିଲ୍ଲାପାଳ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ହେଇଥିଲା । କିନ୍ତୁ ଅଚାନକ ଭାବରେ କୋଷାଗୁମୁଡା ଠାରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ କୁ ସ୍ଥାନାନ୍ତର କରି କୋଡୀଙ୍ଗାରେ କରାଯିବ ବୋଲି ବିଭିନ୍ନ ସୂତ୍ରରୁ ବିଭିନ୍ନ ଗଣ ମାଧ୍ୟମରେ ରେ ଖବର ପ୍ରକାଶ କରାଗଲା ଯାହାର ବିରୁଦ୍ଧରେ ରେ ଆଜି କୋଷାଗୁମୁଡା ଯୁବକ ସଙ୍ଘ ପ୍ରତିବାଦ ର ସ୍ୱର ଉଠାଇ ବିଜେଡି ଦଳର ଚାଲିଥିବା ମୋଟର ସାଇକଲେ ସଭା ଯାତ୍ରାରେ ଯୋଗ ଦେଇଥିବା ସାଂସଦ ରମେଶ ମାଝୀ ବିଧାୟକ ରନ୍ଧାରୀଙ୍କୁ ଅଟକାଇ ଥିଲେ । ଯୁବକ ସଙ୍ଘ ର ଯୁବକ ମାନେ ସାଂସଦ ରମେଶ ମାଝୀ ଙ୍କୁ ସିଧା ସଳଖ ବସଷ୍ଟାଣ୍ଡ କୋଡୀଙ୍ଗା ସ୍ଥାନାନ୍ତର ବିରୁଦ୍ଧରେ ପ୍ରତିବାଦ କରିଥିଲେ ।ପୂର୍ଵରୁ ମଧ୍ୟ କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ କୋର୍ଟ, ଏକଲବ୍ୟ ସ୍କୁଲ କଲେଜ କରାଯିବା ପାଇଁ ସରକାରଙ୍କ ଚିଠି ପତ୍ର ଆସିଥିଲା କିନ୍ତୁ ତାହାକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । କୋଷାଗୁମୁଡା ଯୁବକ ସଙ୍ଘ ର ସଦସ୍ୟ ମାନେ ଏହିପରି ପ୍ରଶାସନର ଦୋମୁହାଁ ନୀତିକୁ ତୀବ୍ର ବିରୋଧ କରିବା ସହ ଯଦି କୋଷାଗୁମୁଡା ଠାରେ ଶୀଘ୍ର ନୂତନ ବସଷ୍ଟାଣ୍ଡ, କୋର୍ଟ ,ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରା ନଗଲେ ଆଗାମି ଦିନରେ କୋଷାଗୁମୁଡା ଯୁବକ ସଙ୍ଘ ବ୍ଲକ ଘେରାଉ କରି ସରକାରଙ୍କ ବିରୁଦ୍ଧରେ ରାଜରାସ୍ତା ରେ ଓହ୍ଲାଇବା ସହ ଓ ପଞ୍ଚାୟତ ନିର୍ବାଚନକୁ ବହିଷ୍କାର କରିବା ପାଇଁ ସାଂସଦ ଓ ବିଧାୟକ ଚେତାବନୀ ଦେଇଛନ୍ତି ।ଏହି ପ୍ରତିବାଦରେ କୋଷାଗୁମୁଡା ଯୁବକ ସଙ୍ଘର ସଦସ୍ୟ ସେନାପତି ବିଷୋୟୀ,ପିଣ୍ଟୁ ପଟ୍ଟନାୟକ,ଧନୁର୍ଜୟ ବେହେରା,ଟିକିନା,ଲିଟି ଦିବାକର,ସିଦ୍ଧାର୍ଥ ସମେତ ୧୦୦ରୁ ଉର୍ଦ୍ଧ ଯୁବକ ଉପସ୍ଥିତ ଥିଲେ ।(ମଧୁସୂଦନ ସାହୁ ନବରଙ୍ଗପୁର)

Related posts

ଡି ସି ସି ପ୍ଲେ ସ୍କୁଲ ଉଦ୍ଘାଟିତ

Sunil Chandra Nayak

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort