ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲିପଡାଠାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

 

ନର୍ଲା (ମ.ପ୍ର) ବିଜେଡ଼ି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖିବା ସହ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଛନ୍ତି। ତାହାକୁ ତୃଣମୂଳ ସ୍ତରରୁ ଆରମ୍ଭ କରିବାର ସଙ୍କଳ୍ପ ନେଇ ନର୍ଲା ବିଜେଡି ପକ୍ଷରୁ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ନର୍ଲା ବ୍ଳକ ଅନ୍ତର୍ଗତ ବାଲିପଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‌ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରି ବିଜେଡ଼ି ଦଳକୁ ରାଜ୍ୟବାସୀଙ୍କ ମେରୁଦଣ୍ଡ ସହ ତୁଳନା କରିଥିଲେ। ସଭାରେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଜେଡ଼ି ବ୍ଳକ ସଭାପତି ପରେଶ ପଧାନ, ନର୍ଲା ବିଜେଡି ନାରୀନେତ୍ରୀ ପ୍ରମିଳା ପଧାନ,ତୁଲାପଡା ସରପଞ୍ଚ ଲେମ୍ବୁ ମାଝୀ,ରେତ ପ୍ରକଳ୍ପ ସଭାନେତ୍ରୀ ଚନ୍ଦ୍ରକାନ୍ତି ମେହେର, ପୂର୍ବତନ ସରପଂଚ ହମେଶ ଜୈନ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନୀଳମଣି ସାହୁ, ପରେଲସିଙ୍ଗା ପୂର୍ବତନ ସରପଂଚ ପ୍ରମିଳା ସାହୁ, କେସିଙ୍ଗା ବ୍ଳକ ସଭାପତି ସନ୍ତୋଷ ଶର୍ମା , ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ବିଜେଡ଼ି ଯୁବଛାତ୍ର ସଭାପତି ହରିଶଙ୍କର ମାଝୀ, ମନମୋହନ ନାଏକ,ଦୁର୍ଲ୍ଲଭ ମାହାର, ଜୟନ୍ତ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଜେଡ଼ି ନେତା କୈାତୁକ ଖମାରୀ ମଞ୍ଚ ପରିଚାଳନା କରିଥିଲେ । ସଭା ସ୍ଥଳରେ ମିଶନ ଶକ୍ତି, ସ୍ଵୟଂସହାୟକ ଗୋଷ୍ଠୀ ମହିଳା ସହ ବହୁଳ ଭାବରେ ବିଜେଡ଼ି କର୍ମୀ, ଜନସାଧାରଣ ଯୋଗଦାନ କରିଥିଲେ।

ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଉମରକୋଟ୍ ୟୁ ଭି ୫୨ ବଙ୍ଗିୟ ଗ୍ରାମରେ ମା କାଳି ପୁଜା ମହା ଆଡମ୍ବରରେ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort