ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଜନତା ଦଳ କଲମପୁର ଯୋନ ନଂ୨ କର୍ମକର୍ତା ବୈଠକ

କଲମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – ମସୀହା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜୁଜନତା ଦଳ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଲମପୁର ଯୋନ ନଂ୨ର କର୍ମକର୍ତା ମାନଙ୍କୁ ନେଇଁ ଶନିବାର କଲମପୁର ବାଗପଡା ଧାରନୀ ଘର ଠାରେ ଯୋନ ସ୍ତରୀୟ କର୍ମକର୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବିଜୁ ଜନତାଦଲ ବ୍ଲକ ସ୍ତରୀୟ କର୍ମକର୍ତା , ମହିଳା, ଯୁବ ଏବଂ ଛାତ୍ର ଜନତାଦଲ ସମସ୍ତେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ । କର୍ମକର୍ତା ବୈଠକରେ ତେନ୍ତୁଳିଖୁଣ୍ଟି ଗ୍ରାମର ଖଗେଶ୍ୱର ଦଳପତି , ଭୁପିନ୍ଦର ନାଏକ , ଦୁସିଲା ନାଏକ , ବିଜୁଜନତା ଦଳରେ ସାମିଲ ହୋଇଥିବାରୁ ତାଙ୍କୁ ବିଧାୟକ ମୌସଧୀ ବାଗ ଏବଂ ଜିଲ୍ଲା ସଭାପତି ଶ୍ରୀ ଦେଓ ଉତରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ଏବଂ କଲମପୁର ବ୍ଲକ ବାବୁ କେନ୍ଦୁଗୁଡା ଗ୍ରାମର ଜିଲ୍ଲା ସାଧାରଣ ସମ୍ପାଦିକା ସୌଦାମିନୀ କାଣ୍ଡଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । କଲମପୁର ବ୍ଲକ ବିଜୁଜନତା ଦଳ ସଭାପତି ନବୀନ ପଣ୍ଡାଙ୍କ

ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜୁଜନତା ଦଳ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ , ପୂର୍ବତନ ବିସିସି ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାରାୟଣ ସିଂ ଦେଓ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଯୋନ ନଂ୨ର ସମସ୍ତ କର୍ମକର୍ତା ମାନଙ୍କୁ ବିରୋଧିଙ୍କର ଅପପ୍ରଚାରକୁ ରୋକିବା ସଙ୍ଗେ ସଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଜନ ହିତକର ଯୋଜନା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ତାହା କିପରି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ବିଜୟୀ କରିବାର ଗୁରୁମନ୍ତ୍ର ଦେବାସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେତେବି ଗରିବ ଅସହାୟ , ରୋଗାଗ୍ରସ୍ତ ଅବସ୍ଥାରେ ଥିବା ସମସ୍ତ ଲୋକ କିପରି ଭାବରେ ଏହି ଯୋଜନାର ଲାଭବାନ ହେଇ ପାରିବେ ସେବିଷୟରେ ମଧ୍ୟ ଶ୍ରୀ ଦେଓ ମାର୍ଗଦର୍ଶନ କରିଥିଲେ , ବୈଠକରେ ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ବ୍ଲକ ଯୁବ ସଭାପତି ମନୋଜ କୁମାର ନାଏକ,

ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଅମୀର ଅଲ୍ଲୀ , ଛାତ୍ର ସଭାପତି ମିଳିନ ପାତ୍ର , ମହିଲାନେତ୍ରୀ ମଧୁଛନ୍ଦା ଭଞ୍ଜ , ଜିଲ୍ଲା ଏସିସେଲ ସମ୍ପାଦକ

ଭଗବାନ ବିହାରୀ , ବ୍ଲକ ଉପସଭାପତି ଚନ୍ଦ୍ରମଣି ନିଆଁଲ , ବ୍ଲକ ସମ୍ପାଦକ ବ୍ରଜମୋହନ ଠାକୁର , ମହମ୍ମଦ ଇଲାହି , ନବକିଶୋର ନାଗ , ତଥା ସମସ୍ତ ପଂଚାୟତ ସ୍ତରୀୟ ସଭାପତି , ଉପସଭାପତି , ସାଧାରଣ ସମ୍ପାଦକ , ସମ୍ପାଦକ ତଥା ଅନ୍ୟାନ୍ୟ ନେତୃବୃନ୍ଦ, ମହିଳା ଗୋଷ୍ଟି ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ ।

Related posts

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

Sunil Chandra Nayak

ଢେଙ୍କାନାଳ – ପ୍ରଧାନ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort