ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପକା ଗଙ୍ଗା ଠାରେ ଯାଦବ ସମାଜର ବିଶାଳ ସମ୍ମିଳନୀ

 

ନୂଆପଡା ଜ଼ୀଲ୍ଲା ବୋଡେ଼ନ ଯାଦବ ସମାଜ ଆହ୍ବାନ କ୍ରମେ ବୋଲଧା ଆଞ୍ଚଳିକ କେନ୍ଦ୍ର ଆନୁକୂଲ୍ୟରେ ଝରଣାମାଲ ସ୍ଥିତ ପବିତ୍ର ଉପକା ଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ପ୍ରାଙ୍ଗଣରେ ବୋଲଧା କେନ୍ଦ୍ର ସଭାପତି ପର୍ଶୁରାମ କରୁଆଁ ଙ୍କ ସଭାପତିତ୍ୱ ରେ ବିଶାଳ ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ରେ ମୁଖ୍ୟଅତିଥି ଭାବରେ ଉତ୍କଳ ଯାଦବ ସମାଜ ର ପୂର୍ବତନ ମହାସଚିବ ତଥା ଖଡ଼ିଆଳ ପୁର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବିଶିଷ୍ଟ ଅତିଥି ସମାଜସେବୀ ଘନଶ୍ୟାମ କରୁଆଁ,ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷାବିତ ପ୍ରେମ ସିନ୍ଧୁ ହେର୍ଣ୍ଣା ଯୋଗଦେଇ ଉଦବୋଧନ ଦେଇଛନ୍ତି । ମଞ୍ଚରେ ଅତିଥିଗଣ ବିଶେଷ କରି ଜ଼ୀଲ୍ଲା ଯାଦବ ସମାଜର ସଂଗଠନ ଉପରେ ଉଦବେଗ ପ୍ରକାଶ କରିଛନ୍ତି ।ମାଦି ସଂଗଠନ ଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ,ବ୍ଲକ, ଏନ ଏ ସି ଯାଦବ ସମାଜ ସଂଗଠନ ନିର୍ବାଚନ/ଚୟନ ପ୍ରକ୍ରିୟା ଦୀର୍ଘ ଦିନରୁ ଶେଷ ହୋଇ ସାରିଥିବାବେଳେ,ଜ଼ୀଲ୍ଲା ଯାଦବ ସମାଜ କର୍ମକାର୍ତ୍ତାଙ୍କ କାର୍ଯ୍ୟକଳାପ ଶେଷ ହୋଇ ଦୀର୍ଘ 3ବର୍ଷ ଅତିକ୍ରମ କରିସାରିଛି । ଯାହାକି ଦୁର୍ଭାଗ୍ୟ ଜନକ ବୋଲି ବକ୍ତାମାନେ ମତପୋଷଣ କରିଛନ୍ତି । ତୁରନ୍ତ ଜ଼ୀଲ୍ଲା ଯାଦବ ସମାଜ ଗଠନ ପାଇଁ ଉପସ୍ଥିତ ଥିବା ବରିଷ୍ଠ ସଦସ୍ୟ ଗଣ ଆହ୍ବାନ ଦେଇଛନ୍ତି । (ନୂଆପଡା ରୁ ସୁଜିତ କୁମାର ଙ୍କ ରିପୋର୍ଟ)

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ସ୍ମୃତିଚାରଣ ସଭା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort