ଲେଖକ- *ସୁଶାନ୍ତ ରଣା*
ବେଲ୍ ନାଇଁ ବୁଡ଼ି କେନ ଥିଲା ରହି
ଧାଇଁଛେ ଗାଁ ମୁହାଁ ହେଇ
ଛୋଟ୍ ଠାନୁଁ ରୋଟ୍ ସଭେ ଥରୁଥିଛନ୍
ସେ ଜେନ୍ତା ଯାଏଛି ଛୁଇ ll
ରାଏଟ ସାରା ଯାକ କର୍ସି କଲ୍ ବଲ୍
ଆଏଁଖେ ନାଇଁ ଝୁମୁରା
ଢାପିଢୁପା ହେଇ ଥିଲେ ବି ହୋ ରହି
ହେଉଥିସି ତରାତରା ll
ବଢ଼େ କଲ୍ ବଲେ ରାଏତ୍ ସରେ ହୋ
ଫିର୍ ଭି ନି ଛାଡେ ପିଛା
ଗଥଲି ପଟାଭି କାମ ନିହିଁ କରେ
ସତେ ଯେ କଙ୍କଡ଼ା ବିଛା ll
ବଢ଼େ ଗୁଲ୍ ଗୁଲେ ସଖାଲ୍ ପାହେଶି
ଜୁଏ ପାଖେ ହେସୁଁ ଗୁରେହି
ଜୁଏ ଠାନୁ ଖଣେ ଖସ୍ ରି ଦେଲେ ହୋ
ଫିନ୍ ଦେସି ଜାଡ୍ ଟାମ୍’ଡି ll
*ତେରେସିଂହା, ଜି. କଳାହାଣ୍ଡି*
*ମୋ. ୭୮୯୪୬୫୮୨୭୪*