ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟିତ୍ରୀ ଶକ୍ତିପିଠ ରେ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ,,

 

ଗୋଳାମୁଣ୍ଡା/(ରାମକୁମାର ସେନାପତି)ମସିହା/ ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଧର୍ମଗଡ଼ ଶକ୍ତି ପୀଠ ପକ୍ଷରୁ ଆଜି ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଥିଲା, ଏହି ଅବସରେ ଉପଖଣ୍ଡସ୍ତରୀୟ ରେ ଥିବା ବିଭିନ୍ନ ବ୍ଲକରୁ ଗାୟତ୍ରୀ ପରିଜନ ବହୁ ସଂଖ୍ୟକ ଭାବେ ଯୋଗ ଦେଇଥିଲେ,ଛତିଶଗଡ଼ ରୁ ଆସି ଥିବା ଟୋଲିନାଇକ,ଯୁଗ ପୁରୋହିତ ପରମାନନ୍ଦମହାରାଜ,ଓ ତାଙ୍କ ସହଯୋଗୀ ନରେନ୍ଦ୍ର ଚନ୍ଦ୍ରକାର, ଟେଜ ରାମ ବିଶ୍ୱକର୍ମା, ଓ ଚନ୍ଦ୍ରକାନ୍ତ ନିର୍ମଳ କରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡିଜିଲ୍ଲା ସଂଯୋଜଜକ ବାସୁଦେବ ଯୋଶୀ ଉପସ୍ଥିତ ଥିବା ବେଳେ ସଂମାନିତଅତିଥି ଥିଲେ ଭବାନୀ ଶଙ୍କର ପଟଯୋଶୀ,ସୁରେଶ କୁମାର ମୁଣ୍ଡ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଘନଶ୍ୟାମ ସାହୁ, ନରେନ୍ଦ୍ର ପଣ୍ଡା,ନାରାୟଣ ପଟନାୟକ ,ବନବିହାରି ଠାକୁର,ମଞ୍ଚାସିନ ଥିଲା ବେଳେ ଅନ୍ୟାନ୍ୟ ପରିଜନ ହେଲେ ଗୌର ଚନ୍ଦ୍ର ନାଇକ, ରାମଚନ୍ଦ୍ର ମାଝୀ, ଯଦୁବଲ ସାହୁ,କୈଳାସ ମାଝୀ, ପ୍ରଦୀପ ପଣ୍ଡା, ପଙ୍କଜ କୁମାର ଛତ୍ରୀଆ,ସଂଜୀବ କୁମାର ପଟ ଯୋଶୀ, ଲକ୍ଷ୍ମୀ ଧର ସାଗର, ରାମକୁମାର ସେନାପତି,ମହିଳା ପରିଜନ ମଧ୍ୟରେ ପୁଷ୍ପାଞ୍ଜଳି ପଣ୍ଡା, ସ୍ୱରସ୍ବତୀ ସାହୁ,ଆଶା ମଞ୍ଜୁରୀ ମୁଣ୍ଡ, ମିନାକ୍ଷୀ ପଟଯୋଶୀ,ପ୍ରମୁଖ ଉପସ୍ଥିତ ଥିବା ବେଳେ ପରମ ପୂଜ୍ୟଗୁରୁଙ୍କ ଯୁଗସାହିତ୍ୟ ଷ୍ଟଲଭାବରେ ଦୟାନିଧି ବାଗଓ ସହଧାର୍ମିନ ସୌଦାମିନୀ ବାଗ ଉକ୍ତ ସ୍ଥାନରେ ଯୋଗାଇ ଥିଲେ,ଖାଦ୍ୟ ଯୋଗାଣ ବିଭାଗରେ ଘନଶ୍ୟାମ ଅଗ୍ରୱାଲ,ମୃତୁନ ଜୟ ଅଗ୍ରୱାଲ, କପିଳ ଅଗ୍ରୱାଲ, ପ୍ରମୁଖ ସାହାଯ୍ୟ କରି ଥିଲେ,ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନଭାବରେ ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ବେହେରା,

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ମସିହା ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ ପ୍ରବନ୍ଧ ଧନୁସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ

Sunil Chandra Nayak

ସାତ ଦିନରେ ପହଞ୍ଚିଲା ମୁକ୍ତିକାନ୍ତଙ୍କ ଧାରଣା , ମୁଖ୍ୟମନ୍ତ୍ରୀ କେବେ ମୁକ୍ତିକାନ୍ତଙ୍କୁ ଦେଖା କରିବେ?? 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort