ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାହ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା… ଡ୍ରାଇଭର ମୃତ।।

  • କଳାହାଣ୍ଡି  -ବିବାହ ପରେ ଖୁସିରେ ଖୁସିରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବରକନ୍ୟା ସମେତ ୮ ଜଣ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଆମପାଣି ନିକଟରେ ବିଜୁଏକ୍ସପ୍ରେସ୍‌ୱେରେ ଘଟିଛି।
  • ସୂଚନା ଅନୁଯାୟୀ, ଛତିଶଗଡ଼ର ଦେବଭୋଗ ବ୍ଲକର ଡୁମେରପଦର ଗାଁରୁ ଗତକାଲି ବର ବିବାହ ନିମନ୍ତେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ବ୍ଲକର ସର୍ଗିଗୁଡ଼ା ଗାଁକୁ ଆସିଥିଲା। ବିବାହ ସରିବା ପରେ ଗତରାତିରେ ବରକନିଆଙ୍କ ସମେତ ୮ ଜଣ ଏକ ବୋଲେରୋରେ ଛତିଶଗଡ଼ ଫେରୁଥିଲେ।
  • ଗାଡ଼ିଟି ଗତ ରାତିରେ ନବରଙ୍ଗପୁର ଜିଲ୍ଲା ଅତିକ୍ରମ କରି କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରି ଧର୍ମଗଡ଼ ବ୍ଲକ ବିଜୁ  ଏକ୍ସପ୍ରେସ୍‌ୱେରେ ଯାଉଥିଲା। ମାତ୍ର  ରାତି ପ୍ରାୟ ୧୧ଟା ବେଳେ ଗାଡ଼ିଟି ଆମପାଣି ନିକଟରେ ହୋଇଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।
  • ବୋଲେରୋରେ ଥିବା ସମସ୍ତେ ଆହତ ହୋଇଥିବା ବେଳେ ଡ୍ରାଇଭର ଦେବଭୋଗ ବ୍ଲକ ଉରମାଲ ଗାଁର ରୁକମନ ସାହୁଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମେଡିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।(ବିଦ୍ୟାଧର ସାହୁଙ୍କ ରିପୋର୍ଟ....)

Related posts

ନିରୁପମା ପାଣି ଙ୍କ ପ୍ରବନ୍ଧ ଗଣେଶ ପୂଜା

Sunil Chandra Nayak

ସଂରକ୍ଷିତ ଜଙ୍ଗଲ ଘୋଷଣାକୁ ବିରୋଧ କରି ଏସୟୂସୀଆଇ ପକ୍ଷରୁ ବିଶୋଇ ତହସିଲ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ନୂଆ ମୁଣ୍ଡା ଗାଁରେ ସ୍ଵଛତା ପଖୁୱାର୍ଡ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort