ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

  • ନବରଙ୍ଗପୁର : : ନବରଙ୍ଗପୁର ସ୍ଥାନୀୟ ଚାମୁରିଆ ଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗତ ଡିସେମ୍ବର ୨୮ ୨୦୨୧ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ସମସ୍ତ ବିଜେଡ଼ି ବିଧାୟକ ଓ ବିଜେଡି ର ବରିଷ୍ଠ ନେତା ମାନେ ରାଇଘର ବ୍ଲକର ଦୁର୍ନୀତି ନେଇ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକୁ ବିଜେପି ପକ୍ଷରୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ୨ ଗୋଟି ପୋୖରାଞ୍ଚଳରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ଥାରୀୟ ତଦନ୍ତ କରିବାକୁ ଶାସକ ଦଳର ସାଂସଦ ଓ ବିଧାୟକ ଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି । ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ର ଶାସନ ପରେ ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଆମେ ବିରୋଧୀ ଦଳ ହିସାବରେ ପୂର୍ବରୁ ଗତ ଦିନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମନରେଗା ଯୋଜନା ର ଦୁର୍ନୀତି ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲୁ କିନ୍ତୁ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ଦଳର ପ୍ରତିନିଧି ମାନେ ପ୍ରଶାସନିକ ଅଧିକାରୀ ମାନଙ୍କ ସୁରକ୍ଷା ଯୋଗାଇ ଆସୁଛନ୍ତି । ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକର ପାଇଖାନା ଦୁର୍ନୀତି , ଚାନ୍ଦାହାଣ୍ଡି ବ୍ଲକର ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନର ବଡ଼ ଧରଣର ଦୁର୍ନୀତି ସମ୍ପର୍କରେ ବିଡ଼ିଓ ଙ୍କୁ ଅବଗତ କରାଯିବା ସହ ଦାବିପତ୍ର ଏବଂ ଥାନା ଅଧିକାରୀ ଙ୍କୁ ଏତଲା ମଧ୍ୟ ଦିଆଯାଇ ଥିଲା କିନ୍ତୁ ତାହାର ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କହିଛନ୍ତି । ମାନ୍ୟବର ସାଂସଦ ବୋଧହୁଏ ଭୁଲିଯାଇଛନ୍ତି ଯେ ସେ ଜିଲ୍ଲାର ଭିଜିଲାନ୍ସ ମୋନିଟରିଂ କମିଟିର ଅଧ୍ୟକ୍ଷ ବୋଲି , ସେ ଅଧ୍ୟକ୍ଷ ହିସାବରେ ତାଙ୍କର ନିରୁଙ୍କୁସ କ୍ଷମତା ରହିଛି ଜିଲ୍ଲାର ସମସ୍ତ ଯୋଜନା ରେ କାର୍ଯ୍ୟକ୍ଷମ ହେଉଥିବା ସମସ୍ତ କାର୍ଯ୍ୟକୁ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିଥାନ୍ତେ କିନ୍ତୁ ଜିଲ୍ଲାପାଳଙ୍କ ନିକଟରେ ନେହୁରା ହେବ କୌଣସି ଆବଶ୍ୟକତା ନ ଥିଲା । ଏହା କେବଳ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ରାଇଘର ବ୍ଲକ ପଛରେ ନ ପଡି ଜିଲ୍ଲାର ସବୁ ବ୍ଲକ ଓ ପୋୖରାଞ୍ଚଳର ହୋଇଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଲେ ବିରୋଧୀ ଦଳ ଭାବରେ ଆମେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବୁ । ରାଇଘର ବ୍ଲକରେ ୧୦ ହଜାର ପାଇଖାନା ର ଦୁର୍ନୀତି ହୋଇଥିବା ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ସତ୍ୟ ନୁହେଁ ପ୍ରକୃତରେ ଏହା ୩୦ ହଜାରରୁ ଉର୍ଦ୍ଧ୍ବ ପାଇଖାନା ର ଦୁର୍ନୀତି ହୋଇଛି । ଏହି ଦୁର୍ନୀତି ରେ କିଏ ସମ୍ପୃକ୍ତ ତାର ଉଚିତ ତଦନ୍ତ ଓ ସାରା ଜିଲ୍ଲାର କେଉଁ କେଉଁ ଭେଣ୍ଡର , ବିଡ଼ିଓ , ଓ ଯନ୍ତ୍ରୀଙ୍କ ଏକାଉଣ୍ଟରେ କେତେ ଟଙ୍କା ଯାଇଛି ଏହାର ସମ୍ପୂର୍ଣ୍ଣ ଉଚ୍ଚ ସ୍ଥାରୀୟ ସି ବି ଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ଜିଲ୍ଲା ବିଜେପିର ସଭାପତି ଜଗଦୀଶ ବିଶୋଇ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ , ନଗର ସଭାପତି ପିଣ୍ଟୁ ମିଶ୍ର , ସନ୍ତୋଷ ମହାପାତ୍ର , ରାଇଘର ବ୍ଲକ ଅଧ୍ୟକ୍ଷ। ବିନ ଗଣ୍ଡ , ଉପାଧ୍ୟକ୍ଷ ବିଶ୍ୱନାଥ ସିଲ , ସୁଭମ ଚୌଧୁରୀଙ୍କ ସମେତ ଜିଲ୍ଲା ମିଡିଆ ସେଲର ଦେବଦାସ ମହାଙ୍କୁଡା ପ୍ରମୁଖ ଉପସ୍ଥିତ ଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort