ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୬୪ ସିଆପିଏଫ ବାଟାଲିୟନ ପକ୍ଷରୁ କେଗାଁଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଲାମୁଣ୍ଡା,ତା.୧୩ା୮(ମ ନି ସ ): ଭାରତ ସରକାର ନିର୍ଦ୍ଦେଶ ଅନୁସାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ କାଶ୍ମୀରଠାରୁ କନ୍ୟାକୁମାରୀ ଉତ୍ସବମୁଖର ହୋଇଉଠିଛି । ଲୋକେ ନିଜ ଘର କିମ୍ବା ଦୋକାନ ଉପରେ ତ୍ରରିଙ୍ଗା ଉଡାଇ ହର ଘର ତ୍ରିରଙ୍ଗା ନାରା ସଫଳ କରୁଛନ୍ତି । ଏହି ଅବସରରେ ଆଜି କେଗାଁଠାରେ ଥିବା ୬୪ ବାଟାଲିୟନ ସିଆରପିଏଫ ପକ୍ଷରୁ ହର ଘର ତ୍ରରିଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬୪ ବାଟାଲିୟନ ସିଆରପିଏଫ ସମସ୍ତ ପଦାଧିକାରୀ ଓ ସମସ୍ତ ଜବାନ ହାତରେ ତ୍ରରିଙ୍ଗା ଧରି ସିଆରପିଏଫ କ୍ୟାମ୍ପରୁ ଏକ ର‌୍ୟାଲି ବାହାରି କେଗାଁ ମୁଖ୍ୟ ଛକ ପର୍ଯ୍ୟନ୍ତ ପହନ୍ଚି ଥିଲେ । ଏଠାରେ ସ୍ଥାନୀୟ ଲୋକମାନଙ୍କୁ ନିଜ ଘର ଉପରେ ଓ ଦୋକାନ ଉପରେ ତ୍ରରିଙ୍ଗା ଉଡାଇ ହର ଘର ତ୍ରରିଙ୍ଗା କାର୍ଯ୍ୟକ୍ରମକୁ ସଫଲ କରିବା ସହିତ ଭାରତ ମା ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଆହ୍ୱାନ ଦେଇଥିଲେ । ସିଆରପିଏଫର ଏହି କାର୍ଯ୍ୟକୁ ଅଂଚଳର ଲୋକେ ପ୍ରଶଂସା କରିବା ସହିତ ଲୋକେ ନିଜ ଘର ଓ ଦୋକାନ ଉପରେ ତ୍ରିରଙ୍ଗା ଉଡାଉଥିବା ଦେଥିବାକୁ ମିଳିଛି ।

ଦାମୋଦର ଦାସ ଙ୍କ ରିପୋର୍ଟ 

 

Related posts

ଉମାକାନ୍ତ ଦାସ ଙ୍କ କବିତା ମୋ ସଂସ୍କୃତି ସମ୍ରାଟ

ବିଧାୟକ ନିର୍ବାଚନ ଆଚରଣ ବିଧି ଉଲଗଂନ କରିଥିବା ଅଭିଯୋଗ ଆଣିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

Sunil Chandra Nayak

ମଦନ ରାମପୁର ଅଞ୍ଚଳରେ ମାଓ ପୋଷ୍ଟର, ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ସାମ୍ବାଦିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort