- ଗୋଳାମୁଣ୍ଡା//ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ଓ ଓବିସି ମାନଙ୍କୁ ସ୍ଥାନ ସଂରକ୍ଷଣ ରେ ଅନିୟମିତତା ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଗୋଲାମୁଣ୍ଡା ଆଦିବାସୀ ସଂଘ ପକ୍ଷରୁ କଲାହାଣ୍ଡି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ଓ OBC ମାନଙ୍କୁ ସ୍ଥାନ ସଂରକ୍ଷଣ ନ ଦିଆଗଲେ ରାଜରାସ୍ତାରେ ନିଆଁ ଜଲାଇବା ପାଇଁ ବାଧ୍ୟ ହେବୁ । ସେଥିପାଇଁ ପ୍ରଶାସନ ଦାୟୀ ରହିବେ । ଏହିଭଳି ନିଜ ପ୍ରତିକ୍ରିୟା ରଖିଥିଲେ ଆଦିବାସୀ ସଂଘ ର ସଂପାଦକୀୟ ଜନ୍ମେଜୟ ମାଝୀ ଓ ସଭାପତି ଘେନୁ ମାଝୀ । ଏହି ପ୍ରତିବାଦ କୁ କଲାହାଣ୍ଡି ଯୁବ କଂଗ୍ରେସସଭାପତି ସାଉଲ ମଙ୍ଗରାଜମଧ୍ୟ ସପକ୍ଷରେ ମତ ପ୍ରକାଶ ରଖିଥିଲେ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପ୍ରତିନିଧି ରାମକୁମାର ସେନାପତିଙ୍କ ରିପୋର୍ଟ,ମସିହା,
previous post
next post