ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଜୁ ବଗିଚା ନାଁରେ ଟଙ୍କା ହଡପ୍ , ତୁକଗୁଡା ଗ୍ରାମବାସୀ କରିଛନ୍ତି ଉଚ୍ଚସ୍ତରୀୟ ତଦନ୍ତ ଦାବୀ

  • ଥୁଆମୂଳ ରାମପୁର :- (ମସୀହା)ଏମଜିଏନଆର ଇଜିଏସ ଯୋଜନା ପ୍ରଣୟନ କରି କେନ୍ଦ୍ର ଓ ରାଜ୍ଯ ସରକାର କୋଟି କୋଟି ଟଙ୍କା ବ୍ଯୟ କରିଚାଲିଛନ୍ତି। ଯୋଜନାରେ କୋଟିକୋଟି ଟଙ୍କା ଅନେକ ଦୁର୍ଗମ ଅଞ୍ଚଳରେ ବାଟମାରଣା ହୋଇଚାଲିଛି। ଦୁର୍ଗମ ଅଞ୍ଚଳରେ ବାସକରୁଥିବା ଅନେକ ଲୋକ କାମଧନ୍ଦା ନପାଇ ବାହାର ରାଜ୍ଯକୁ ଦାଦନ ଶ୍ରମିକ ଭାବରେ ଖଟିବା ପାଇଁ ଚାଲିଯାଉଛନ୍ତି। ତେବେ ଯୋଜନା କାହା ସ୍ବାର୍ଥରେ ହୋଇଛି। ସରକାର କେତେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ଯ ଭାବରେ ଏହି ଯୋଜନା ତିଆରି କରିଛନ୍ତି, କିନ୍ତୁ ଯୋଜନା ଗରିବ ଲୋକଙ୍କ ଠାରୁ ଯୋଜନ ଯୋଜନ ଦୂରକୁ ଚାଲିଯାଇଛି। ଏହି ଯୋଜନାରେ କାର୍ଯ୍ଯ କରୁଥିବା ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ କୋଟିକୋଟି ଟଙ୍କାର ଦୁର୍ନୀତି ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏପରି ଏକ ଅଭିଯୋଗ ସମ୍ମାନକୁ ଆସିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁକଗୁଡା ଗ୍ରାମରେ ଗତ ୨୦୨୦ ଆର୍ଥିକ ବର୍ଷରେ ଏହି ଯୋଜନାରେ ଆଦିବାସୀ ସମନ୍ବିତ ସଂସ୍ଥା ଦ୍ବାରା ତୁକଗୁଡା ଗ୍ରାମରେ ୨୯ ଜଣ ହିତାଧିକାରୀଙ୍କୁ ନେଇ କାଜୁବଗିଚା ତିଆରି ହୋଇଥିଲା। ଜଣ ପିଛା ହିତାଧିକାରୀଙ୍କୁ ୮୦ ଟି ଲେଖାଏଁ କାଜୁ ଚାରା ନିଜ ଜମିରେ କାଜୁ ବଗିଚା ସୃଷ୍ଟି କରିବା ନେଇ ଦିଆଯାଇଥିଲା। ହିତାଧିକାରୀଙ୍କ ଠାରୁ ଆଧାର କାର୍ଡ, ବ୍ଯାଙ୍କ ଜମା ଖାତା ନମ୍ବର, ଜମିପଟା ଭଳି ଅନେକ ପ୍ରକାର ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ରର ପ୍ରମାଣ ମଗାଯାଇଥିଲା। କିସ୍ତି ଅନୁଯାୟୀ ହିତାଧିକାରୀଙ୍କୁ ପ୍ରାପ୍ଯ ରାଶି ଗୁଡିକ ନିଜ ବ୍ଯାଙ୍କ ଖାତାରେ ଜମା କରାଯିବ ବୋଲି ସମନ୍ବିତ ଆଦିବାସୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ହେଲେ ଦୁଃଖର ବିଷୟ ଏହି ଯେ, ଆଜକୁ ପ୍ରାୟ ଅଢେ଼ଇ ବର୍ଷ ବିତିଯାଇଛି ୨୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ୯ ଜଣ ହିତାଧିକାରୀ ଏହି କାର୍ଯ୍ଯର ଟଙ୍କା ଟିଏ ଅର୍ଥ ପାଇନଥିବା ବେଳେ ବାକି ୨୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ତାଙ୍କର ବକେୟା ପ୍ରାପ୍ୟ ପାଇନଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି। ତେବେ ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି ଏହି ଯୋଜନାର ଲକ୍ଷ ଲକ୍ଷ ଟଙ୍କା କୁଆଡେ ଗଲା। ହେଲେ ଏସମ୍ପର୍କ ତୁକଗୁଡା ଗ୍ରାମର ଜୈନିକ ବ୍ଯକ୍ତି ରାଜକୁମାର ନାଏକ ନାମକ ଯୁବକ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ମାଗିଥିଲେ। ଯାହାଫଳରେ ଏହି କାମରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବିଷୟକୁ ଗ୍ରାମବାସୀ ଜାଣିବାକୁ ପାଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ସୂଚନା ଆଇନ ବଳରେ ମାଗିଥିବା ତଥ୍ଯ ମିଳିଛି ତାହା ସନ୍ତୋଷ ଜନକ ନଥିଲା। ହିତାଧିକାରୀଙ୍କ ପ୍ରାପ୍ତ ଅର୍ଥ ରାଶି ଆଉ କାହା ଆକାଉଣ୍ଟ ରେ ଜମା କରିଥିବା ବିଷୟ ସନ୍ଦେହ କରାଯାଉଛି। ଏସମ୍ପର୍କରେ ବାରମ୍ବାର ଗ୍ରାମବାସୀ ବ୍ଳକ ଓ ପ୍ରଶାସନ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବା ପ୍ରକାଶ କରିଛନ୍ତି। ଅନ୍ଯପକ୍ଷରେ ଏହି କାର୍ଯ୍ଯର ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଉଚସ୍ତରୀୟ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

ରାଇଘର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

ରାଇଘର ବ୍ଲକ ସ୍ତରୀୟ  ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort