ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ସହର କୁ ରେଳ ଲାଇନ ସଂପ୍ରସାରଣ ଆଶା ସଂଚାର !  ସାମ୍ବାଦିକ ସମ୍ମିଳନୀ ରେ ସାଂସଦ ଙ୍କ ସୁଚନା ,ସର୍ଭେ ପାଇଁ ୨.୯୫ କୋଟି ମଂଜୁର

ଧର୍ମଗଡ:- ଧର୍ମଗଡ ସହର କୁ ରେଳ ଲାଇନ ସଂଯୋଗିକରଣ ହେବା ଖୁବ ଶିଘ୍ର ଜୁନାଗଡ-ଜୟପୁର ଭାୟା ଧର୍ମଗଡ ରେଳ ପ୍ରକଳ୍ପ ର ସର୍ଭେ ଆରମ୍ଭ ହେବ । ଏଥି ପାଇଁ ପ୍ରାକ ଅନୁମୋଦନ ମିଳିସାରିଥିବା ବେଳେ ଫିଲ୍ଡ ସର୍ଭେ ଓ ସାଇଡ ସିଲେକ୍ସନ ପାଇଁ ରେଳ ମନ୍ତ୍ରାଳୟ ଅର୍ଥ ମଂଜୁର କରିଛି ଏହିଭଳି ସୁଚନା ଆଜି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଇଛନ୍ତି ।

ଆଜି ସ୍ଥାନିୟ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ସାଂସଦ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପ୍ରକଲ୍ପ ନିମନ୍ତେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ସଂପର୍କ ରେ ସୂଚନା ଦେଇଥିଲେ । ଦିର୍ଘ ଦିନ ଧରି ଜୁନାଗଡ- ଲାଞିଗଡ ରେଳ ପଥ କୁ ଜୁନାଗଡ ଠାରୁ ଧର୍ମଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନେଇ ଅଂଚଳ ବାସୀ ଦାବୀ କରିଆସୁଥିବା ବେଳେ ଏସଂପର୍କ ରେ ସଂସଦ ରେ ଶୂନ୍ୟ କାଳ ରେ ସେ ପ୍ରସଂଙ୍ଗ ଉଥାପନ ମଧ୍ୟ କରିଥିଲେ । ଆଜି ଏହା ଶାକାର ହୋଇଛି । ରେଳ ମନ୍ତ୍ରାଳୟ ଜୁନାଗଡ-ଜୟପୁର ଭାୟା ଧର୍ମଗଡ ରେଳ ପ୍ରକଲ୍ପ ସର୍ଭେ ତଥା ସାଇଡ ସିଲେକ୍ସନ ପାଇଁ ପ୍ରାଥମିକ ଭାବେ ୨.୯୫ କୋଟି ଟଙ୍କା ରେଳୱେ ବୋର୍ଡ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଏଥି ସହିତ କେସିଙ୍ଗା ଠାରେ ୩୨୪.୦୯ କୋଟି ଟଙ୍କା ବ୍ୟୟ ରେ ଏକ ୪ଥାକିଆ ରେଳ ଓଭର ବ୍ରଜ ନିର୍ମାଣ, ଖରିଆର ରୋଡ ଠାରେ ୧୫୪.୪୯ କୋଟି ଟଙ୍କା ବ୍ୟୟ ରେ ରେଳ ଓଭର ବ୍ରିଜ ନିର୍ମାଣ ହେବା ନେଇ ବିଭାଗ ମଂଜୁରୀ ଦେଇଥିବା ପ୍ରକାଶ କରିଥିଲେ । ସେହି ପରି ଦିର୍ଘ ପ୍ରତିକ୍ଷିିତ ବରଗଡ-ନୂଆପଡା ରେଳ ପ୍ରକଳ୍ପ କୁ ମଧ୍ୟ ମଂଜୁରୀ ମିଳିଥିବା ଏବଂ କଳାହାଣ୍ଡି ଠାରେ ନିର୍ମାଣ ହେବାକୁ ଥିବା ରେଳ ଇଂଜିନ ମରାମତି କାରଖାନ ନିର୍ମାଣ ପାଇଁ କାର୍ଯ୍ୟାରମ୍ଭ କରିବା ନିମନ୍ତେ ରେଳ ମନ୍ତ୍ରୀ ନିର୍ଦେଶ ଦେଇଥିବା ସେ ସୁଚନା ଦେଇଥିଲେ । ସେହି ପରି କଳାହାଣ୍ଡି ଜିଲ୍ଲା ରେ ୭ଶହ ରୁ ଉର୍ଦ୍ଧ ଗାଁ ରେ ମୋବାଇଲ ଟାୱାର ନିର୍ମାଣ କରାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ଜିଲ୍ଲା ର ଅପହଂଚ ତଥା ପାହାଡିଆ ଅଂଚଳ ରେ ମୋବାଇଲ ନେଟୱାର୍କ ସହଜ ରେ ଉପଲବ୍ଧ ହେବ । ଏହି ସବୁ କାର୍ଯ୍ୟ ପାଇଁ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ , ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟ ରେ ଭାଜପା କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ସୁଧିର ରଂଜନ ପାଟ ଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମିକାନ୍ତ ବାଗ, କିଷାନ ମୋର୍ଚ୍ଚା ରାଜ୍ୟ ସଦସ୍ୟ ଅପରେଶ ସ୍ୱାଇଁ, ନଗର ସଭାପତି ହରେକୃଷ୍ନ ପଣ୍ଡା, ନବରଙ୍ଗପୁର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜଗବନ୍ଧୁ ମିଶ୍ର, ଘନଶ୍ୟାମ ଭାଟି ପ୍ରମୂଖ ଉପସ୍ଥିତଥିଲେ ।

( ଧର୍ମଗଡ ରୁ ବୈଦ୍ୟନାଥ ବେହେରା ଙ୍କ ରିପୋର୍ଟ )

Related posts

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

Sunil Chandra Nayak

ସାହିତ୍ୟ ଅଗଣା – ଜଣାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort