ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ (ମସୀହା) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଖଣ୍ତୁଆଳ ବାବା ଖେଳ ପଡିଆ ଠାରେ ସଞ୍ଜିବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଟ୍ ୧୧ ଦିନ ଚାଲିଥିଲା। ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। କିଙ୍ଗଫିସର୍ ଷ୍ଟ୍ରଙ୍ଗ ଥୁଆମୂଳ ରାମପୁର ଓ ଆଇଆରବି ଦଳ ମଧ୍ୟରେ ଫାଇନାଲ ମ୍ଯାଚ ଖେଳାଯାଇଥିଲା। ରୋମାଞ୍ଚକ ଭାବରେ ମ୍ୟାଚରେ କିଙ୍ଗଫିସର୍ ଷ୍ଟ୍ରଙ୍ଗ ଇଲେଭେନ୍ ଚମ୍ପିୟାନ ହୋଇଥିଲା।
previous post