ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୃଜନୀ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ “ସ୍ୱାଧୀନତାର ଅମୃତ ମହୋତ୍ସବ”

ନବରଙ୍ଗପୁର (ମନିସ୍) ଭାରତର ୭୫ତମ ସ୍ୱାଧୀନର ପୂର୍ତ୍ତି ଅବସରରେ ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ଭାରତର ଜାତୀୟତାବୋଧକୁ ଆଧାରକରି ଗତ ଅଗଷ୍ଟ ୦୬ -୨୦୨୨ ଆରମ୍ଭ କରି ଅଗଷ୍ଟ ୧୭ -୨୦୨୨ ଯାଏଁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ   କରିବା ସହ ସାରସ୍ୱତ ଆସର “ଉନ୍ମେଷ ” ଆଭାସୀ ମାଧ୍ୟମରେ ପ୍ରତେକ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ସ୍ତରୀୟ ସାରସ୍ୱତ ଆସରରେ ଭାରତର ବିଭିନ୍ନ ରାଜ୍ୟରୁ କବି , ନାରୀକବି ,ସାହିତ୍ୟ ସାଧକ ତଥା ଅନେକ ବାଗ୍ମୀ ଯୋଗଦେଇ ବିଭିନ୍ନ ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ I ସୃଜନୀ ପରିବାରର ଜାତୀୟ ସ୍ତରୀୟ ସାରସ୍ୱତ ଆସରରେ ଅନେକ ସାହିତ୍ୟିକ ଓ ସାହିତ୍ୟିକା ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ I ଜାତୀୟତାବୋଧରେ ଅନୁପ୍ରାଣିତ କବି ନିଜ ସାରସ୍ୱତ ସୃଷ୍ଟି ମାଧ୍ୟମରେ ଉପସ୍ଥିତ ସମସ୍ତ ଶ୍ରୋତା ମଣ୍ଡଳୀକୁ ବିମୋହିତ କରିବା ସହ ସ୍ୱାଧୀନଚେତା ଜାତିର ଉତ୍.ଥାନ ନିମନ୍ତେ ସଂକଳ୍ପବୋଧ ହେଵା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ I ନାରୀକବି ଶ୍ୟାମଳୀ ସେନଗୁପ୍ତ(ବଙ୍ଗଳା),ନାରୀକବି ଲତା ତେଜେଶ୍ୱର ରେଣୁକା (ତେଲୁଗୁ ) ,ନାରୀକବି ହିନା ମୋଦି( ଗୁଜୁରାତି),ନାରୀକବି ମୈତ୍ରେୟୀ କାମିଲା (ହିନ୍ଦୀ) ସହ କବି ହରିନାଥ ଶୁକ୍ଲା(ହିନ୍ଦୀ ),କବି ଭୁଦତ୍ତ ଶର୍ମା (ହିନ୍ଦୀ ),କବି ନିରାକାର ଦାସ (ଓଡ଼ିଆ )ଡ଼ଃ କମଳାକୃଷ୍ଣ ତ୍ରିପାଠୀ(ଓଡ଼ିଆ ) ଅନେକ ବରିଷ୍ଠ ସାରସ୍ୱତ ସାଧିକା ଓ ସାଧକ ଆଦି “ଉନ୍ମେଷ ” ଆଭାସୀ ସାରସ୍ୱତ ଆସରରେ ଯୋଗ ଦେଇଥିଲେ ଏବଂ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର,(ବରିଷ୍ଠ ସାହିତ୍ୟିକ) ,ପ୍ରଫେସର୍ ଅନନ୍ତ କୁମାର ଗିରି,ଶ୍ରୀ ମନୋରଞ୍ଜନ ତ୍ରିପାଠୀ,ଅଧ୍ୟକ୍ଷ, ରାଜ୍ୟ ଶହୀଦ ସ୍ମୃତି ସମିତି,ଶିକ୍ଷାବିତ୍ ଓ ସାହିତ୍ୟିକ , ଡ଼.ପ୍ରଦୀପ କୁମାର ମିଶ୍ର,ବରିଷ୍ଠ ବକ୍ତା ତଥା ସାହିତ୍ୟିକ ଶ୍ରୀମାନ ସୁଭାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଆଭାସୀ ଆଲୋଚନାଚକ୍ରରେ ଉପସ୍ଥିତ ରହି ସ୍ୱାଧୀନ ଭାରତର ସଂଗ୍ରାମ ଇତିହାସ ସହ ବର୍ତ୍ତମାନ ଓ ଭବିଷ୍ୟତ କୁ ପର୍ଯ୍ୟବେସିତ କରି ବିଭିଧ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ I ଭାରତର ମୁକ୍ତି ସଂଗ୍ରାମ ଓ ଜାତୀୟ ଜାଗରଣର ଉନ୍ମେଷ- ଏକ ବିଶେଷ ପ୍ରସଙ୍ଗକୁ ନେଇ ଶ୍ରୀମତୀ କୃଷ୍ଣା ମହାନ୍ତି,ସଭାପତି ,ଗାନ୍ଧୀ ସ୍ମାରକୀ ନିଧି (ଉତ୍କଳ ),ଶ୍ରୀମତୀ ବିରଜା ଦେବୀ,ଗାନ୍ଧିବାଦୀ ତଥା ସମାଜସେଵୀ,ଶ୍ରୀମତୀ ଝରଣା ପଟ୍ଟନାୟକ,ଶିକ୍ଷାବିତ ତଥା ସାହିତ୍ୟ ସାଧିକା ଓ ଡ଼କ୍ଟର ଲୋପାମୁଦ୍ରା ମହାନ୍ତି,ସମାଜସେବୀ ଓ ପ୍ରାକ୍ତନ -ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ଆଦି ଆଭାସୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାଫଲ୍ୟ ମାଣ୍ଡିତ୍ୟ କରିଥିଲେ I ସୃଜନୀ ପରିବାରର ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ସାହିତ୍ୟ ସାଧିକା ଡ଼.ବାସନ୍ତୀ ମହାନ୍ତି ଏବଂ ପ୍ରଫେସର୍ ଗୋଦାବରୀଶ ମିଶ୍ର,ଦର୍ଶନ ଶାସ୍ତ୍ର ବିଶାରଦ ତଥା ଶିକ୍ଷାବିତ୍ ନିଜସ୍ୱ ଅଭିଭାଷଣ ପ୍ରତେକ ଦିନ ସଭାରେ ରଖିବା ସହ ସୃଜନୀ ପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରୁଥିଲେ । ଉପସ୍ଥାପିକା ତଥା ସଂଯୋଜିକା କବୀ ଶ୍ରୀମତୀ ସୁମତି ମୁଣ୍ଡ ଓ ସାରସ୍ୱତ ସାଧିକା ଶ୍ରୀମତୀ ପାରମିତା ଷଡ଼ଙ୍ଗୀଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା । ଏହି ଅବସରରେ ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ ,ଶ୍ରୀମତୀ ଆନନ୍ଦିନୀ ମିଶ୍ର, ଶ୍ରୀମତୀ ମହାଶ୍ୱେତା ପଟ୍ଟନାୟକ,ଇଂ.ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଓ ଅନେକ କଣ୍ଠଶିଳ୍ପୀ ସଭାରେ ସଙ୍ଗୀତ ପରିବେଷଣ କରିଥିବା ସହ ସୃଜନୀପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଗୁଣୀଜନଙ୍କ ସମାବେଶ ହୋଇଥିଲା। ସଂଚାଳକ ରମେଶ ଚନ୍ଦ୍ର ପସାଏତ୍ ଙ୍କ ମଙ୍ଗଳାଚରଣ ,ଉପସ୍ଥାପନା ,ଧନ୍ୟବାଦାର୍ପଣ ଓ ଶାନ୍ତିପାଠରେ ସଭାସାଙ୍ଗ ହେଉଥିଲା ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort