ନବରଙ୍ଗପୁର: ହଜିଗଲା ମାନବିକତା ଗାଈକୁ ଧକ୍କା ଦେଇ ଚାଲିଗଲା ଆମ୍ବୁଲାନ୍ସ । ଏହି ଦୃଶ୍ୟଟି ସିସିଟିଭିରେ କଏଦ ହେଇଚି ଉମରକଟ ସ୍ଥିତ ଗୁଳିପାଟଣା ମୁଖ୍ୟ ରାସ୍ତା ଉପରେ । ଏହି ଭିଡ଼ିଓରେ ଆପଣମାନେ ଦେଖି ପାରୁଥିବେ କିଭଳି ଆମ୍ବୁଲାନ୍ସ ଗାଈକୁ ଧକାଦେଇ ଚଟପଟ ଅବସ୍ଥାରେ ଛାଡି ଚାଲିଗଲା କିନ୍ତୁ ଏଘଟଣାର କିଛିସମୟ ମଧ୍ୟରେ ସହରର ଚାରି ପଟୁ କିଭଳି ଗାଈ ମାନେ ଆସି ଛଟପଟ ହେଉଥିବା ଗାଈକୁ ବଞ୍ଚାଇବାପାଇଁ ଉଦ୍ୟମ କରୁଛନ୍ତି ।ଯାହାବି ହେଉ ଏହି ଦୃଶ୍ୟ ଦେଖିବା ପରେ ଲାଗୁଛି ଧୀରେ ଧୀରେ ମଣିଷ ଭିତରୁ ମଣିସତ୍ୱ ହାଯିବାକୁ ବସିଲାଣି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର