ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡକୁଟୃ – ମିନଗୁରକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ

  • ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – ମସୀହା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବଡକୁଟୃ ଛକଠାରୁ ସାନକୁଟୃ ଦେଇ ମିନଗୁର ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତିପ୍ରସ୍ତର ସହ ନବିକରଣ କାର୍ଯ୍ଯକ୍ରମ କରାଯାଇଛି। ଏହି କାର୍ଯ୍ଯରେ ୬କୋଟି ୧୨ଲକ୍ଷ ବ୍ଯୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ୪କୋଟି ୫୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ଏହାକୁ ଧର୍ମଗଡ ବିଧାୟକ ଶ୍ରୀ ମୌଷଧି ବାଗ ଭିତ୍ତିପ୍ରସ୍ତର ଶୁଭାରମ୍ଭ କରିଛନ୍ତି। ବଡକୃଟୃ, ମିନଗୁର, ବିଜମରା,ପଣ୍ତିଗାଁ ଗ୍ରାମପଞ୍ଚାୟତକୁ ସିଧାସଳଖ ଯୋଗାଯୋଗ କରିପାରିବ। ଏହାକୁ ନେଇ ଅଞ୍ଚଳବାସୀ ସ୍ବାଦୁବାଦ ଜଣାଇଛନ୍ତି। ଉକ୍ତ କାର୍ଯ୍ଯକ୍ରମରେ ବିଧାୟକ ପ୍ରତିନିଧି ଶ୍ରୀ ସଦାନନ୍ଦ ଚନ୍ଦନ,ବ୍ଳକ ସଭାପତି ଶ୍ରୀ ନବିନ ପଣ୍ତା, ଆତ୍ମା ଅଧ୍ୟକ୍ଷ ଶ୍ରୀ କାମାକ୍ଷୀ ବେହେରା,ଶ୍ରୀ ସତ୍ଯନାରାୟଣ ଅଗ୍ରୱାଲ,ଯୁବ ସଭାପତି ଶ୍ରୀ ମନୋଜ ନାଏକ, ବ୍ଳକ ସଭାନେଚ୍ରୀ ମଧୁଛନ୍ଦା ଭଞ୍ଜ, ବିଜମରା ସମିତି ସଭ୍ଯ ସୁମୁଦିନୀ ପୁଝାରୀ,ବିଜମରା ସରପଞ୍ଚ ଦୁହିତା ମାଝୀ, ଶ୍ରୀ ବ୍ରଜ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ର ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort