ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

 ୨ ଜଣକୁ ଗିରଫ କଲା ପୋଲିସ

  • ନର୍ଲା:-(ମ.ପ୍ର)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖାଇବାକୁ ଡାକି ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଲୋମହର୍ଷକ ଘଟଣାଟି ଘଟିଛି ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡର ପାଦ ଦେଶରେ ଥିବା ମାଓ ପ୍ରବଣ ତ୍ରିଲୋଚନପୁର ପଞ୍ଚାୟତ ବିଜେପୁର ଥାନା ଅନ୍ତର୍ଗତ

ଶ୍ୟାମସୁନ୍ଦର ପୁର ଗାଁରେ । ଗତ ଶନିବାର ଦିନ ସନ୍ଧ୍ୟା ୬ଟା ସମୟରେ ଶ୍ୟାମସୁନ୍ଦରପୁର ଗ୍ରାମର ଭୁବନେ ପରାଭୋଇଙ୍କୁ ନିଜ ସାହିର କଟି ପରାଭୋଇ ନିଜ ଘରକୁ ଖାଇବାକୁ ଡାକିଥିଲା।ଭୁବନେ ଆସି ଖାଉଥିବା ସମୟରେ କଟି ଓ ତାଙ୍କ ଘରକୁ ଆସିଥିବା ସୁନ୍ଦେରା ପରାଭୋଇ ଭୁବନେ ଖାଉଥିବା ସମୟରେ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହାଣି ହତ୍ୟା କରିଥିଲେ।ଏହାପରେ କଟି ଓ ସୁନ୍ଦେରା ଆସି ଲାଞ୍ଜିଗଡ଼ କଲୋନୀ ପଡ଼ାରେ ପୂର୍ବରୁ ରହୁଥିବା ଭୁବନେର ମା ଇନ୍ଦା ପରାଭୋଇ ଓ ନାବାଳିକା ଝିଅ ମଇନା ପରାଭୋଇଙ୍କୁ ଭୁବନେକୁ ସେମାନେ ମାରିଥିବା କହିଲେ ବୋଲି ମା ଓ ସ୍ବର୍ଗତ ଭୁବନେଙ୍କ ଝିଅ ପ୍ରକାଶ କରିଛନ୍ତି।ଖବର ପାଇଲା ପରେ ରବିବାର ସକାଳେ ନିଜ ବନ୍ଧୁବାନ୍ଧବଙ୍କ ସହିତ ମା ଇନ୍ଦା ଓ ଝିଅ ମଇନା ଶ୍ୟାମସୁନ୍ଦରପୁର ନିଜ ଗାଁକୁ ଯାଇଥିଲେ।ଭୁବନେ ମୃତ ପଡିଥିବା ଦେଖି କାନ୍ଦବୋବାଳି କରିଥିଲେ।ଶେଷରେ ମା ରବିବାର ସନ୍ଧ୍ୟାରେ ବିଜେପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ଘଟଣାସ୍ଥଳରେ ସୋମବାର ଦିନ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସଙ୍କ ନେତୃତ୍ୱରେ ପୁଲିସ ପହଞ୍ଚିବା ସହିତ ଘଟଣାର ଛାନଭିନ ଆରମ୍ଭ କରି ମୃତ୍ୟୁର ୪୦ ଘଣ୍ଟା ପରେ ଶବ ଜବତ କରିଥିଲା।

ଏନେଇ ବିଜେପୁର ଥାନାରେ ୩୦୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ସୋମବାର ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛନ୍ତି। ଏଠାରେ

ସୂଚନାଯୋଗ୍ୟ,ମୃତ ଭୁବନେ ତ୍ରିଲୋଚନପୁର ପୁର ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ମୂଳ ବାସିନ୍ଦା ହୋଇଥିବାବେଳେ ଗତ ୪ ମାସ ତଳେ ନିଜ ସାହିର ଗଣେଶ ପରାଭୋଇଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ମୃତ ଭୁବନେର ସ୍ତ୍ରୀ ମଧ୍ୟ ଆଜିକୁ କିଛି ମାସ ହେଲା ଗଣେଷର ସାନଭାଇ ଅଜି ପରାଭୋଇଙ୍କ ସହିତ ପଳାଇ ବେରେନପିଣ୍ଡା ଗ୍ରାମରେ ରହୁଛି।ମୃତ ଭୁବନେଙ୍କ ତିନି ଝିଅ ଗୋଟିଏ ନିଜ ମା ସହିତ ରହିଥିବା ବେଳେ ଅନ୍ୟ ଦୁଇ ଜଣ ବନ୍ଧୁବାନ୍ଧବ ଘରେ ରହୁଛନ୍ତି।ଭୁବନେ ମାନସିକ ଚିନ୍ତାରେ ରହିଥିବା ବେଳେ ମଝିରେ ମଝିରେ ଗଣେଶଙ୍କ ପରିବାର ସହିତ କଳହ ଚାଲିଥିଲା।ଗଣେଶର ଶଶୁର ନିକଟସ୍ଥ ମଇନଗୁଡା ଗାଁର ସୁନ୍ଦେରା ପରାଭୋଇ ଓ ସାନଭାଇ କଟି ପରାଭୋଇ ଭୁବନେଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରି ନୂତନ ବର୍ଷ ଶନିବାର ଦିନ ଖାଇବାକୁ ଡାକି ଭୁବନେ ଖାଉଥିବା ସମୟରେ ନିର୍ମମ ଭାବେ ହତ୍ୟା କରିଥିଲେ।ଏଥିରେ ସଂପୃକ୍ତ ଦୁଇ ଦୁବୃର୍ତ୍ତ ସୁନ୍ଦେରା ଓ କଟିଙ୍କୁ ପୋଲିସ ଗିରଫ କରି ବିଜେପୁର ଥାନାରେ ଅଟକ ରଖିଥିବା ବେଳେ ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।ଏନେଇ ହତ୍ୟା କାରୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଚୁଡ଼ା ପାହାଡ ପାଦଦେଶରେ ପୁରତାନୀ ସଙ୍ଗୀତ ପ୍ରଚାର ଅଭିଯାନ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ତମ ପ୍ରେମରେ ବଞ୍ଚିବି

Sunil Chandra Nayak

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort