ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରେ ମଣ୍ଡିରେ ଅବ୍ୟବସ୍ଥା,କଟନୀ ଛଟନୀ କୁ ନେଇ ରାଜ ରାସ୍ତାରେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୪୫ ଦିନ ହେବ ଚାଲିଛି ମଣ୍ଡି, ହେଲେ ଅବ୍ୟବସ୍ଥା ମଧ୍ୟରେ ଚାଷୀ ଧାନ ମଣ୍ଡି ରେ ପଡି ରହିଛି । ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରଖିଛି ଜିଲ୍ଲା ଯୋଗାଣ ବିଭାଗ କିନ୍ତୁ ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା ର ଚିତ୍ର ।

ମିଲର୍ସ ଙ୍କ ମର୍ଜିରେ ମଣ୍ଡି ଚାଲୁଥିବା ବେଳେ ପ୍ରବଳ ଶୀତ ରେ ଖୋଲା ଆକାଶ ତଳେ ଚାଷୀ ଜଗିରହିଛି ତାର କଷ୍ଟରେ ଉପାର୍ଜିତ ଧାନକୁ।ମାତ୍ର ମିଲର୍ସ କ୍ୱିଣ୍ଟାଲ ପ୍ରତି ୬ ରୁ୭ କେଜି କଟଣୀ କରୁଥିବା ରୁ ଚାଷୀମାନେ ଏହାର ବିରୋଧ କରିଛନ୍ତି। ଜିଲ୍ଲାର ରଣମାଲ ଧାନ ମଣ୍ଡିରେ ୬ କେଜି କଟଣୀ କୁ ବିରୋଧ କରି ଆଜି ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି ଶତାଧିକ ଚାଷୀ ।ଏନେଇ ଚାଷୀମାନେ ଜୟପାଟଣା-ଭବାନୀପାଟଣା ରାଜ୍ୟ ରାଜପଥ ରଣମାଲ ନିକଟରେ ଅବରୋଧ କରିଛନ୍ତି।ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ତେବେ ପୂର୍ବରୁ ମଧ୍ୟ ଚାଷୀ କଟଣୀ କୁ ବିରୋଧ କରି ଜିଲ୍ଲା ଯୋଗାଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଚାଷୀ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

୬ ଜଣ ଗାଡି ଚୋର ଓ ୫ ଜଣ ସ୍କାର୍ପ ଡିଲରଙ୍କୁ କୋର୍ଟ ଚାଲାଣ 

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

ଉତ୍କେଲା ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଯାପିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort