ଗୋଲାମୁଣ୍ଡା – ଓଡ଼ିଶା ଆଦିବାସୀ ସଂଘ ଗୋଳାମୁଣ୍ଡା ,ଧର୍ମଗଡ଼l,ଜୁନାଗଡ଼, ପକ୍ଷରୁ ଓଡ଼ିଶା ବନ୍ଦ ଡାକରା – ,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ମାନଙ୍କପାଇଁ କୌଣସି ସ୍ଥାନ ସଂରକ୍ଷଣ ନ ଥିବା ହେତୁ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ ପ୍ରତ୍ୟେକ କୋଣଅନୁକୋଣ ରେ ବନ୍ଦ ଡାକରା ଦେଇଥିବା ଦେଖିବାକୁ ମିଳିଛି । ଠିକ୍ ସେହିପରି କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ,ଧର୍ମଗଡ଼, ଜୁନାଗଡ଼ ଓ ଅନ୍ୟାନ୍ୟ ବ୍ଲକରେ ମଧ୍ୟ ପାରମ୍ପାରିକ ବାଦ୍ୟ ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଧନୁ, ତିର, କମାନ ଧରି ବହୁଆଦିବାସୀପୁରୁଷଓ ସ୍ତ୍ରୀଲୋକ ମାନେ ସମସ୍ତେ ” ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ଏହି ପରିପ୍ରେକ୍ଷିରେ ଆଦିବାସୀ ସଂଘର ସଭାପତି ଘେନୁମାଝୀ, ଇନ୍ଦ୍ରଜିତ ମାଝୀ, ସମ୍ପାଦକଜନ୍ମେଜୟ ମାଝୀ, ମହିଳା ନେତ୍ରୀଚେତନା ମାଝୀ, ଦିଲ୍ଲୀପ ମାଝୀ,ସାହୁଲ ମଙ୍ଗରାଜ, ପ୍ରଶ୍ନ ରାଉତ ପ୍ରମୁଖ ଉକ୍ତକାର୍ଯ୍ୟ କର୍ତ୍ତା ମାନେ ପ୍ରତିକ୍ରିୟା ରଖିଥିଲେ ।ଗୋଳାମୁଣ୍ଡା ପୋଲିସଯୁଗଳଶବରଓ ତାଙ୍କ ସ ଦଳବଳ ସହ ଉପସ୍ଥିତ ଥିଲେ । ରାମକୁମାର ସେନାପତି ରିପୋର୍ଟ,
previous post
next post