ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ଆଦିବାସୀ ସଂଘ ଗୋଳାମୁଣ୍ଡା ,ଧର୍ମଗଡ଼ ,ଜୁନାଗଡ଼, ପକ୍ଷରୁ ଓଡ଼ିଶା ବନ୍ଦ ଡାକରା

ଗୋଲାମୁଣ୍ଡା –  ଓଡ଼ିଶା ଆଦିବାସୀ ସଂଘ ଗୋଳାମୁଣ୍ଡା ,ଧର୍ମଗଡ଼l,ଜୁନାଗଡ଼, ପକ୍ଷରୁ ଓଡ଼ିଶା ବନ୍ଦ ଡାକରା – ,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ମାନଙ୍କପାଇଁ କୌଣସି ସ୍ଥାନ ସଂରକ୍ଷଣ ନ ଥିବା ହେତୁ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ ପ୍ରତ୍ୟେକ କୋଣଅନୁକୋଣ ରେ ବନ୍ଦ ଡାକରା ଦେଇଥିବା ଦେଖିବାକୁ ମିଳିଛି । ଠିକ୍ ସେହିପରି କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ,ଧର୍ମଗଡ଼, ଜୁନାଗଡ଼ ଓ ଅନ୍ୟାନ୍ୟ ବ୍ଲକରେ ମଧ୍ୟ ପାରମ୍ପାରିକ ବାଦ୍ୟ ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଧନୁ, ତିର, କମାନ ଧରି ବହୁଆଦିବାସୀପୁରୁଷଓ ସ୍ତ୍ରୀଲୋକ ମାନେ ସମସ୍ତେ ” ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ଏହି ପରିପ୍ରେକ୍ଷିରେ ଆଦିବାସୀ ସଂଘର ସଭାପତି ଘେନୁମାଝୀ, ଇନ୍ଦ୍ରଜିତ ମାଝୀ, ସମ୍ପାଦକଜନ୍ମେଜୟ ମାଝୀ, ମହିଳା ନେତ୍ରୀଚେତନା ମାଝୀ, ଦିଲ୍ଲୀପ ମାଝୀ,ସାହୁଲ ମଙ୍ଗରାଜ, ପ୍ରଶ୍ନ ରାଉତ ପ୍ରମୁଖ ଉକ୍ତକାର୍ଯ୍ୟ କର୍ତ୍ତା ମାନେ ପ୍ରତିକ୍ରିୟା ରଖିଥିଲେ ।ଗୋଳାମୁଣ୍ଡା ପୋଲିସଯୁଗଳଶବରଓ ତାଙ୍କ ସ ଦଳବଳ ସହ ଉପସ୍ଥିତ ଥିଲେ । ରାମକୁମାର ସେନାପତି ରିପୋର୍ଟ,

Related posts

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ରାଇରଙ୍ଗପୁର ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort