ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ବନ୍ଦ ପାଳନ

  କୋକସରା ବ୍ଲକ ଆଦିବାସୀ ସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ଡାକରା ଦିଆ ଯାଇଅଛି ଆଦିବାସୀ ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ବ୍ଲକ୍ ଅଧ କ୍ଷ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ଆସନ ସଂରକ୍ଷଣ ଉଛେ ଦ କରାଯାଇ ଥିବାରୁ ଏହାର ପ୍ରତିବାଦ ରେ ଆଜି ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଭିଭିନ୍ୟ ଅସ୍ତ୍ରଶସ୍ତ୍ର ଧରି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି ପ୍ରତିବାଦ କରିଥିଲେ। ଉକ୍ତ ପ୍ରତିବାଦ ସଭାରେ। ବ୍ଲକ ସଭାପତି ହେମନ୍ତ କୁମାର ମାଝୀ ସମ୍ପାଦକ ତ୍ରିନଥ ଶବର କିଶୋର ନାଏକ ରାଜେନ୍ଦ୍ର ନାଏକ ମହେନ୍ଦ୍ର ଧାରୁଆ ଜୟ ଲାଲ ନାଏକ ନୀଳକଣ୍ଠ ମାଝୀ ଗରୁଡ ଧାଜ୍ ମାଝୀ ଋତୁରାଜ ମାଝୀ ଖିରସିନ୍ଧୁ ମାଝୀ ଖିରଦିନ୍ଧୁ ନେଗି ପ୍ରମୁଖ ସହ ୩୦୦ ରୁ ଉର୍ଦ୍ଧ ଆଦିବାସୀ ଭାଈ ଓ ଭଉଣୀ ମାନେ ଉପସ୍ଥିତ ହୋଇଥିଲେ ଫଳରେ କୋକସରା ଠାରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା ।  ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ ଦାଲଗୁମା

Related posts

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ହେଲମେଟ ପରିଧାନକୁ ବାଧ୍ୟତାମୂଳକ ସକାଶେ ପୋଲିସର ସଚେତନତା

Sunil Chandra Nayak

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort