କୋକସରା ବ୍ଲକ ଆଦିବାସୀ ସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ଡାକରା ଦିଆ ଯାଇଅଛି ଆଦିବାସୀ ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ବ୍ଲକ୍ ଅଧ କ୍ଷ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ଆସନ ସଂରକ୍ଷଣ ଉଛେ ଦ କରାଯାଇ ଥିବାରୁ ଏହାର ପ୍ରତିବାଦ ରେ ଆଜି ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଭିଭିନ୍ୟ ଅସ୍ତ୍ରଶସ୍ତ୍ର ଧରି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି ପ୍ରତିବାଦ କରିଥିଲେ। ଉକ୍ତ ପ୍ରତିବାଦ ସଭାରେ। ବ୍ଲକ ସଭାପତି ହେମନ୍ତ କୁମାର ମାଝୀ ସମ୍ପାଦକ ତ୍ରିନଥ ଶବର କିଶୋର ନାଏକ ରାଜେନ୍ଦ୍ର ନାଏକ ମହେନ୍ଦ୍ର ଧାରୁଆ ଜୟ ଲାଲ ନାଏକ ନୀଳକଣ୍ଠ ମାଝୀ ଗରୁଡ ଧାଜ୍ ମାଝୀ ଋତୁରାଜ ମାଝୀ ଖିରସିନ୍ଧୁ ମାଝୀ ଖିରଦିନ୍ଧୁ ନେଗି ପ୍ରମୁଖ ସହ ୩୦୦ ରୁ ଉର୍ଦ୍ଧ ଆଦିବାସୀ ଭାଈ ଓ ଭଉଣୀ ମାନେ ଉପସ୍ଥିତ ହୋଇଥିଲେ ଫଳରେ କୋକସରା ଠାରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ ଦାଲଗୁମା