ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ଦଶମଶ୍ରେଣୀ ପ୍ରଥମ ସମିଟିଭ ପରୀକ୍ଷା

ଧର୍ମଗଡ ବ୍ଲକ ରେ ୧୩ଟି ପରୀକ୍ଷା କେନ୍ଦ୍ର ରେ ୧୭୯୦ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ 

ଧର୍ମଗଡ-ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ର ନୂତନ ବ୍ୟବସ୍ଥା ଆଧାର ରେ ମାଟ୍ରିକ ପରୀକ୍ଷା ର ପ୍ରଥମ ପର୍ଯ୍ୟାୟ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆଜିଠାରୁ ଧର୍ମଗଡ ବ୍ଲକ ରେ ୧୩ ଟି ପରୀକ୍ଷା କେନ୍ଦ୍ର ରେ ଆରମ୍ଭ ହୋଇଛି ।

          ମିଳିଥିବା ସୂଚନା ଅନୁଯାୟୀ ଓମାଇକ୍ରନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟି ରେ ରଖି ପରୀକ୍ଷା କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବା ସହ ଆବଶ୍ୟକ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ପରୀକ୍ଷା କରା ଯାଇଥିଲା । ଧର୍ମଗଡ ବ୍ଲକ ରେ ଥିବା ବିଭିନ୍ନ ବର୍ଗ ର ୨୯ଟି ଉଚ୍ଚ ବିଦ୍ୟାଳୟ ର ମୋଟ ୨୦୨୦ ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବାକୁ ଥିବା ବେଳେ ଆଜି ପ୍ରଥମ ଦିନ ପ୍ରଥମ ସିଟିଂ ରେ ପ୍ରଥମ ଭାଷା ସାହିତ୍ୟ ବିଷୟ ପରୀକ୍ଷା ହୋଇଥିଲା ଯେଉଁଥିରେ ମୋଟ ୧୭୮୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଥମ ସିଟିଂରେ ୨୩୧ ଜଣ ଅନୁପସ୍ଥିତ ରହିଥିଲେ । ସେହିପରି ଦ୍ୱିତୀୟ ସିଟିଂରେ ଗଣିତ ବିଷୟ ପରୀକ୍ଷା ରେ ମୋଟ ୧୭୯୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ୨୩୦ ଜଣ ଅନୁପସ୍ଥିତି ରହିଥିଲେ । ବ୍ଲକ ଅଞ୍ଚଳ ରେ ଥିବା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ସନ୍ଧିକୁଲିହାରି ଉଚ୍ଚ ବିଦ୍ୟାଳୟ, ଏପି ଦାସ ହାଇସ୍କୁଲ ପର୍ଲା, ଏସଏସଡି ଜୟନ୍ତପୁର, ଦନ୍ତେଶ୍ୱରି ହାଇସ୍କୁଲ ବେହେରା, ଠାକୁରାଣୀ ହାଇସ୍କୁଲ ଛଞ୍ଚାଣ ବାହାଲି, ରାମକୃଷ୍ଣ ହାଇସ୍କୁଲ ବ୍ରାହ୍ମଣ ଛେଣ୍ଡିଆ, କପିଳେଶ୍ୱର ହାଇସ୍କୁଲ ଖଇର ପଦର, ପଞ୍ଚାୟତ ହାଇସ୍କୁଲ ତାରାପୁର, ପିଏଚଏସ ଗଡିଆଯୋର, ଟିପିଗୁଡା ହାଇସ୍କୁଲ ପ୍ରଭୃତି ୧୩ଟି ବିଦ୍ୟାଳୟ ରେ ପରିକ୍ଷା କରାଯାଇଛି । ନୋଡାଲ କେନ୍ଦ୍ର ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ପତ୍ର ଓ ଓଏମଆର ସିଟ ସବୁ ପରୀକ୍ଷା ଆରମ୍ଭ ର ଘଣ୍ଟାଏ ପୂର୍ବ ରୁ ତିନୋଟି ଟିମ ଦ୍ୱାରା ଉପରୋକ୍ତ ପରୀକ୍ଷା କେନ୍ଦ୍ର ସବୁ କୁ ପହଞ୍ଚାଇ ଦିଆ ଯାଇଥିବା ପ୍ରଧାନ ଶିକ୍ଷକ ତଥା ନୋଡାଲ ଅଧିକାରୀ ଚିତ୍ତ ରଂଜନ ମୁଣ୍ଡ ସୂଚନା ଦେଇଛନ୍ତି। ( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )

Related posts

ମେଡିକାଲରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବାର ସ୍ଥିତ ପରଖିଲେ ସନ୍ତୋଷ ଖଟୁଆ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଶ୍ଵ ହସ ଦିବସ

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort