ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୧ ଦଫା ଦାବି ପୂରଣ ନହେଲେ ସୁନ୍ଦରଗଡ ବନ୍ଦ ଡାକରା ଦିଆଯିବ: ସଚେତନ ନାଗରିକ ମଞ୍ଚ

ରାଉରକେଲା/ ଗତ ଅଗଷ୍ଟ ୨୫ ତାରିଖ ଦିନ ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ରାଉରକେଲା ର ୩୨ଟି ସାମାଜିକ ଅନୁଷ୍ଠାନର ମିଳିତ ଉଦ୍ୟମରେ ତାଳଚେର ବିମଳାଗଡ ରେଳପଥ କୁ ପୂର୍ଣ୍ଣାଙ୍ଗ କରିବା ଦାବିନେଇ ଉଚ୍ଚ ନ୍ୟାୟାଳୟ ଠାରେ ଜନସ୍ବାର୍ଥ ମାମଲା ରୁଜୁ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚର ବରିଷ୍ଠ ଓକିଲ ଶିଶିର ଦାସଙ୍କ ବଳିଷ୍ଠ ତଥ୍ୟ ଭିତ୍ତିକ ଜବାବ ସୁଆଲ ଦ୍ବାରା ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କହିଥିଲେ ଯେ ଅଜା ଅମଳର ହୋଇଥିବା ଦାବି ଏବେ ନାତିଙ୍କ ସମୟରେ ମଧ୍ୟ ଦାବି ଉପସ୍ଥାପନ କରାଯାଉଛି। ତତ୍ ସହିତ ରେଲୱେର ଓକିଲ ଆମ ଓକିଲଙ୍କ ଦାବିକୁ ସମର୍ଥନ କରିବା ସହିତ ଦୀର୍ଘ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ୧୯ବର୍ଷ ଧରି ନୋଟିଫିକେସନ୍ ହୋଇଥିଲେ ମଧ ରାଜ୍ୟ ସରକାର ଗୋଟିଏ ଇଞ୍ଚ ଜାଗା ଅଧିଗ୍ରହଣ କରିପାରିନାହାଁନ୍ତି । ଦାବି ଗୁଡିକର ଯଥାର୍ଥତା କୁ ଅନୁଭବ କରି ମୁଖ୍ୟ ବିଚାରପତି ଅତି କଠୋର ଭାଷାରେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଙ୍କୁ ଭର୍ତ୍ସନା କରିବା ସହିତ ତାଗିଦ କରିଥିଲେ ଯେ ୬୦ବର୍ଷର ଜନମଙ୍ଗଳ କାର୍ଯ୍ୟକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରାଯାଇପାରିନାହିଁ । ଏଣୁ ଉଚ୍ଚ ନ୍ୟାୟାଳୟ ଅକ୍ଟୋବର ୧୦ ତାରିଖ ଭିତରେ ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସଚେତନ ନାଗରିକ ମଞ୍ଚ ର ସଭାପତି ଡାକ୍ତର ଫକୀର ଚାରଣ ହୋତା, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର,ସାଧାରଣ ସଂପାଦକ ପି ପି ରାୟ,ଉପସଭାପତି ଚିତ୍ତରଞ୍ଜନ ଦାସ,ଉପେନ୍ଦ୍ର ନାୟକ,ବିମଳ ବିଶି,ଅଭୟ ଦାସ, ଗୋପୀନାଥ ପଟ୍ଟନାୟକ, ଜଗବନ୍ଧୁ ଜେନା, ପ୍ରାକ୍ତନ ବିଧାୟକ ରବି ଦେହୁରୀ, ପ୍ରଭାତ ମହାପାତ୍ର,ଡଃ ସୁମନ ଦତ୍ତ,ଡା ଉତ୍ତମ ଜେନା,ଡା ବସନ୍ତ ଦାସ, ଡା ଗୋପବନ୍ଧୁ ବଳ, ଲୋପମୁଦ୍ରା ମହାନ୍ତି, ନିରଞ୍ଜନ ଦାସ,ମୀନତି ଦେବତା, ସତ୍ୟପ୍ରିୟ ମହାନ୍ତି, ଡଃ କିଶୋରୀ ଦାଶ,ହରିହର ବେହେରା, ଶୈଳେନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ସେଠୀ, ଅକ୍ଷୟ ଦାସ, ଅକ୍ଷୟ ଜେନା,ସୁବ୍ରତ ମଲ୍ଲିକ, ରମେଶ ମହାନ୍ତି, ଶମ୍ଭୁନାଥ ପରିଡା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଦେବା ସହିତ ଯଦି ୧୧ଦଫା ଦାବି ଯଥା ତାଳଚେର ବିମଳାଗଡ ରେଳପଥ ନିର୍ମାଣ ସହ ଇସ୍ପାତ ନଗରୀରୁ ପାରାଦ୍ବୀପ ବନ୍ଦର ପର୍ଯ୍ୟନ୍ତ ଏକ ଶିଳ୍ପ କରିଡର ସୃଷ୍ଟି, ବନ୍ଧମୁଣ୍ଡା ଠାରେ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦର କୁ ସଂପୂର୍ଣ୍ଣ କରି ବିମାନ ଚଳାଚଳ କରିବା, ବେଦବ୍ୟାସ ଠାରେ ଝୁଲା ପୋଲ ନିର୍ମାଣ ଓ ମିନି କୁମ୍ଭମେଳା ଆୟୋଜନ ସହ ପଶ୍ଚିମ ଓଡିଶାର ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ସମଗ୍ର ପଶ୍ଚିମ ଓଡିଶାର ବେକାରୀ ଙ୍କୁ କର୍ମନିଯୁକ୍ତି, ସ୍ବାସ୍ଥ୍ୟ ଭିତ୍ତିଭୂମି ର ବିକାଶ, ରୁଗ୍ଣ ଶିଳ୍ପର ବିକାଶ ସହ ଅଧିକ ଶିଳ୍ପାନୁଷ୍ଠାନ ସ୍ଥାପନ, ଉପାନ୍ତ ଗ୍ରାମ ଗୁଡିକୁ ସଡକ ଯୋଗାଯୋଗ,ଚାଷୀ ଭାଇଙ୍କୁ କୃଷିର ବିକାଶ ପାଇଁ ସହଜ କିସ୍ତିରେ ଋଣ, ରାଉରକେଲା ରେ ବନ୍ଦ ପଡିଥିବା ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଇସ୍ପାତ କାରଖାନା ପରିଚାଳିତ ଓଡିଆ ବିଦ୍ୟାଳୟ ର ପୁନରାରମ୍ଭ ତଥା ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ ରେ ପରିଣତ ଓ ରାଉରକେଲା ମ୍ୟୁନିସିପାଲଟିର ନିର୍ବାଚନ ଆଦି ଦାବି ଗୁଡିକ ପୂରଣ ନହେଲେ ସୁନ୍ଦରଗଡ ଜିଲ୍ଲାର ୧୭ ବ୍ଲକ, ୭ ବିଧାୟକ ଓ ସାଂସଦ ସହିତ ଜିଲ୍ଲାର ସୁପ୍ତ ଜନମତକୁ ଜାଗ୍ରତ କରି ସୁନ୍ଦରଗଡ ଜିଲ୍ଲା ବନ୍ଦ କରିବା ପାଇଁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାଭଙ୍ଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୟୂରଭଂଜ – ହାଟବାଦଡା ହାଟ ରକ୍ତ ରଂଜିତ ଗୋରୁବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ନୂଆପଡା ଜିଲ୍ଲା ସାମ୍ବାଦିକ ଯୁଧିଷ୍ଠିର ପଟେଲ ସଡ଼କ ଦୁର୍ଘଟଣା ରେ ଆହତ

Sunil Chandra Nayak

ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort