Uncategorizedଟିକେ ଛାଇ… by masihaJanuary 6, 2022January 17, 20220184 Share0 ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥ ୧) ଗୁରୁ ଯେ ଅଟନ୍ତି ଜ୍ଞାନ ର ଘର ପୂଜ ତାଂକୁ ଦେଇ ଚିତ୍ତ ତୁମର । ୨) ଅମାବାସ୍ୟା ଜହ୍ନରାତି ହୁଏ ସାଧନା ବଳେ ଚେଷ୍ଟା ବିନା କିଏ କିଛି ପାଇନି କୈାଣସି କାଳେ । ____________ କୋଲନରା,ରାୟଗଡ଼ା ଜିଲ୍ଲା