ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷ ହେଲା ପକ୍ଷୀଗଣନା-୨୦ ପ୍ରଜାତିର ବିଦେଶୀ ପକ୍ଷୀ ଚିହ୍ନଟ

ନୂଆପଡା-ଶେଷ ହୋଇଛି ଚଳିତ ବର୍ଷର ପକ୍ଷୀଗଣନା । ନୂଆପଡା ଜିଲ୍ଲା ଖଡିଆଳ ବନ ଡିଭିଜନ ଓ ସୁନାବେଡା ଅଭୟାରଣ୍ୟ ବିଭାଗ ତରଫରୁ ପକ୍ଷୀଗଣନା କରା ଯାଇ ଥିବା ବେଳେ ଚଳିତ ବର୍ଷ ୨୦ ପ୍ରଜାତିର ବିଦେଶୀ ପକ୍ଷୀ ନୂଆପଡା ଜିଲ୍ଲାକୁ ଆସି ଥିବା ଜଣାଯାଏ ।

   ଚଳିତ ବର୍ଷ ଖଡିଆଳ ବନ ଡିଭିଜନ ତରଫରୁ କୋମନା ରେଞରେ୧୩ଟି ଟିମ,ନୂଆପଡା ରେଞରେ ୧୧ଟି ଟିମ,ଖରିଆରରୋଡ ରେଞରେ ୮ଟି ଟିମ୍,ଖଡିଆଳ ରେଞରେ ୩୩ଟି ଟିମ,ଓ ସିନାପାଲି ରେଞରେ ୩୦ଟି ଟିମ୍ ମୋଟରେ ୯୫ଟି ଟିମ କରା ଯାଇ ଥିଲା । ସେହି ପରି ସୁନାବେଡା ଅଭୟାରଣ୍ୟ ଡିଭିଜନ ତରଫରୁ କୋମନା ରେଞରେ ୧ଟି, ସୁନାବେଡା ରେଞରେ ୧ଟି ଓ ନୂଆପଡା ରେଞରେ ୨ଟି ମୋଟରେ ୪ଟି ଟିମ କରା ଯାଇ ଥିଲା ।

     ଗତ ୫ ତାରିଖ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଜିଲ୍ଲାର ରଏତାଲ ସାଗର, ପତୋରା ଡ୍ୟାମ, ତିଖାଲି ଡ୍ୟାମ, ବୁଏରଭାଡି,ଜଲକି, ଜଡାମୁଣ୍ତା ଡ୍ୟାମ,ପେଣ୍ତରାବନ ମହାବନ୍ଧ,ଦେଉଳବନ୍ଧ କୋମନା, ଠାକୁରକଟା ଘୋଟଶ୍ବର ଆଦି ଜଳ ଭଣ୍ତାରରେ ପକ୍ଷୀ ଗଣନା କରା ଯାଇ ଥିଲା । ବାଇନାକୋଲର ଓ କ୍ୟାମେରାରେ ପକ୍ଷୀ ଗଣନା କରା ଯାଇ ଥିଲା । ଆସନ୍ତା ୧୩ ତାରିଖରେ ପକ୍ଷୀଙ୍କ ସଂଖ୍ୟା ଜଣା ପଡିବ । ବନ ବିଭାଗର ଟିମରେ ଡିଏଫଓ ଶୁଶୀଳ କୁମାର ତ୍ରିପାଠୀ, ଏସିଏଫ ଶିବ ପ୍ରସାଦ ରଥ, କୋମନା ରେଞର ଦେବଦତ୍ତ ସୁତାର,ଖଡିଆଳ ରେଞର ସଂସ୍କୁତା ବଡନାୟକ, ନୂଆପଡା ରେଞର ବିନିତା ଭୋଈ, ଖରିଆରରୋଡ ରେଞର ନିରଞନ ମାଝୀ, ସିନାପାଲି ରେଞର ବିମଳ ପ୍ରକାଶ ଟପ୍ନୋ ନେତୢତ୍ବ ନେଇ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁନାଗଡ଼ ଏନଏସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ, ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏନଏସି କାଉନସିଲରଙ୍କ ପ୍ରସ୍ତାବ ଆଗତ

masiha

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୀବନ ଗୀତି

Sunil Chandra Nayak

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort