Uncategorizedଟିକେ ଛାଇ… by masihaJanuary 7, 2022January 17, 20220158 Share0 ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ…॥ ୩)ସମ୍ପର୍କ ର ନଦୀ କୂଳେ ସ୍ନିଗ୍ଧ ପ୍ରୀତି ଛାଇ ବାର ବାର ପୁଲକିତ ମନ ହୁଏ ବାଇ । ୪) ଭୁଲ୍ ରଙ୍ଗ ଦେଇ କିଏ ଚିତ୍ରକର ବୋଲାଏ ଚିତ୍ରକର ଏଠି ଆଢ଼ୁଆଳ ରେ ରହି ଯାଏ । ____________ କୋଲନରା,ରାୟଗଡ଼ା ଜିଲ୍ଲା