ଗୋଳାମୁଣ୍ଡା/ମସିହା/, ମାନବ ସେବା ମାଧବ ସେବା ବୋଲି ପ୍ରବାଦ ପୁରୁଷ ମାନେ କହି ଥିବା ବେଳେ ପ୍ରକୁତରେ ଆଜି ସେହିମାନବ ସେବା ଦେଖିବାକୁ ମିଳିଥିଲା ଗୋଳାମୁଣ୍ଡା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପକ୍ଷରୁ, ଗୋଳାମୁଣ୍ଡାବ୍ଲକର କୋଣେ ଅନୁ କୋଣେ ରେ ଥିବା ବହୁ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ତାଙ୍କ ବାପା ମାଆ ସହିତ କ୍ୟାମ୍ପରେ ରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ଅନେକ ପ୍ରକାର ଭିନ୍ନକ୍ଷମଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ,ଏବଂ ଟିକନିକ ଭାବରେ ସମସ୍ୟାର ସମାଧାନ ପାଇଁ ବୁଝାଇ ଥିଲେ ଡାକ୍ତର ଯୋଗେଶ୍ୱର ନାଇକ,ଜୁନାଗଡ଼, ଆଜିର ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟପରୀକ୍ଷା କାର୍ଯ୍ୟକ୍ରମ ପାଇଁ ତୁଲାଇଥିଲେ ବିଆରଟି, ଶିବ ପ୍ରସାଦ ତ୍ରିପାଠୀ, ଅବନୀ ପଧାନ ଥିବା ବେଳେ ଆଜିକାର ମୁଖ୍ୟ ଅତିଥି ଭାବରେ ଗ୍ରହଣ କରିଥିଲେ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସଂମାନିତ ଅତିଥି ଏବିଓ ଲବଣୀ ନାଇକ, ପୂର୍ବତନ ଶିକ୍ଷକ ସଂଘ ସଭାପତି ରାମକୁମାର ସେନାପତି,ଙ୍କ ପ୍ରତିକ୍ରିୟାରେ କହି ଥିଲେ ଯେ, ଗୋଳାମୁଣ୍ଡା ବ୍ଲକର କେଗାଁ, ଦଶପୁର ଯୋନରେ କ୍ୟାମ୍ପ କରାଗଲେ ଆହୁରିଭିନ୍ନକ୍ଷମ ଉପକୃତ ହେବେ ବୋଲି ମଞ୍ଚାସିନରେ ଥିବାଡାକ୍ତର ଯୋଗେଶ୍ୱରନାଇକ, ଏଵିଓଲବଣୀନାଇକଙ୍କୁ ଅନୁରୋଧ କରିଥିଲେ, ଓକୋରନାରୁ ମୁକ୍ତ ପାଇଁ ସାମଜି ଦୂରତା, ମାକ୍ସ ପରିଧାନ ଏବଂ ହାତ ସଫା କରିବା,ଏହା ପରେ ସମାଜ ସେବୀ ଶ୍ରୀ ଅଗ୍ରୱାଲ କେତେକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ଗରମ ପୋଷାକବିତରଣ କରଯାଇଥିଲା,ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଗୋଳାମୁଣ୍ଡା ବ୍ଲକର ଜନକଲ୍ୟାଣ ସାମ୍ବାଦିକ ସମ୍ପାଦକ ଈଶ୍ୱରୀ ପଟେଲ, କପୁରଚନ ସେଠିଆ, ମହେନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ରମହାନନ୍ଦ, ଜନ୍ମେଜୟ ନାଇକ,ପଙ୍କଜ ସାହୁ,ବ୍ରହ୍ମା କାଣ୍ଡ, ଉପେନ୍ଦ୍ର ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଭିନ୍ନକ୍ଷମ ଶିକ୍ଷକ ଭାବେ ଅନନ୍ତକୁମାର ମୁଣ୍ଡ, ଉପସ୍ଥିତ ରହିଥିଲେ,ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,ରିପୋର୍ଟ ର