ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା

ପ୍ରଣତି ମହାପାତ୍ର

 

ସୁନା ପିଲା ହେବା ଆମେ ସୁନା ପିଲା ହେବା,

ବାପା ମାଆ ଗୁରୁଜନ କଥା ମାନି ଚଳିବା ।।

 

ଫୁଲ ପରି କୋମଳ ତ ମନଟି ଆମର,

ମଧୁର ବଚନେ କରିନେବା ଆପଣାର ।।

 

ଏ ମରତ ବଗିଚାର ଆମେ କୁନି ସୁମନ

ହେବା ଆମେ ସଭିଙ୍କର ବାସ ବିତରିଣ ।।

 

ହସି ଖେଳି ପାଠ ପଢି ଭଲ କାମ କରିବା

ଆମ ମାତୃଭୂମି ମାତୃଭାଷା ଉଚ୍ଚେ ରଖିବା ।।

 

ଆଳସ୍ୟ,ମିଥ୍ଯା, କୁଗୁଣ କେବେ ଜାଗା ନ ଦେବା

ସାନଙ୍କୁ ସ୍ନେହ ଗୁରୁଜନଙ୍କୁ ସମ୍ମାନ ଦେବା ।।

 

ସତ୍ୟ ପତ ଅନୁସରି ମହତକର୍ମ କରିବା

ସୁଭାଷ,ବିଲେ ଙ୍କ ଆଦର୍ଶ ରେ ଆମେ ଥିବା ।।

 

ଆମ ଦେଶ ରାଜ୍ୟ ପାଇଁ ଉଦାହରଣ ହୋଇ

ସଭିଙ୍କର ମୁଖେ ହସ ଫୁଟାଇବା ଭାଇ।।

 

କାମ ବେଳେ କାମ ଆଉ ପଢାବେଳେ ପଢିବା

ଅସହାୟ ଦୁଃଖୀରଙ୍କି ଦୁଃଖେ ସହାୟ ହେବା ।।

 

ମିଠା କଥା, ମୈତ୍ରୀ ଭାବ ମଧୁର ବ୍ୟବହାର

ହେବ ଆମ ଭୂଷଣ ଯେ ଆମ ଶିଶୁ ମନର ।।

 

ପିତାମାତା ଦେବଦେବୀ ଜୀବନରେ ଆମର   

ଆମେ ପରା ସୁନାପିଲା ଏ ମର୍ତ୍ତ୍ୟ ବଗିଚାର ।।

 

💐💐💐💐💐

ଫକୀରମୋହନ ନଗର
  ବାଲେଶ୍ବର

Related posts

ପତ୍ରିକା “ଗାଁ’ର ମହକ” ଉନ୍ମୋଚନ ପାଇଁ ପ୍ରସ୍ତୁତି

Sunil Chandra Nayak

ବହୁଜନ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା: ୨୬ ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort