ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡା ବ୍ଲକର ଗଦଳା ଚୁରାପାହାଡ଼ଧବଳେଶ୍ବର ଶିବ ମନ୍ଦିର ନିକଟରେ ଥିବା ଆଞ୍ଚଳିକ ପାରମ୍ପରିକ ବୈଦସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଉକ୍ତ ବୈଦସଙ୍ଘର ସଭାପତି ଗିରିସଙ୍କର ଭୋଇଙ୍କ ନେତୃତ୍ୱରେ ସଭା ଆହୋଜନ ହୋଇ ଥିବାବେଳେ, ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅଶ୍ୱନିକୁମାର ବୈଦସଙ୍ଘର ସମ୍ପାଦକ ପଟେତ କୁମାର ସାହୁ,ଓ ଅନ୍ୟାନ୍ୟ ସଙ୍ଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ ଏବଂ ଆଗାମୀ ଦିନରେ ଆଞ୍ଚଳିକ ପାରମ୍ପରିକ ବୈଦସଂଘ ସରକାରଙ୍କଠାରେ ପଞ୍ଜିକୃତ ହେବା ନିମନ୍ତେ ସର୍ଵ ସମତିକ୍ରମେ ଗୃହୀତ ହୋଇଥିଲା, ଏହି ସଭାରେ ଅନ୍ୟ କର୍ମକର୍ତ୍ତାଉପସ୍ଥିତ ଥିଲେ,ରାମକୁମାର ସେନାପତି, , ରାଘବ ପଧାନ, ଛନ୍ଦାଚରଣ ପଧାନ, ମାଧବ ମାଝୀ, ପବିତ୍ର ରଣା, ପ୍ରମେସିଲା ସାହୁ, ପାର୍ଥ ମାଝୀ, ବିଜୟ ବେହେରା, ନବୀନ ପୁଞ୍ଜି, ଓ ପ୍ରଫୁଳ ପଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଜିକାର ସଭା କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ ସଙ୍ଘର ସମ୍ପାଦକ ବବୂବାହାନ ପଧାନ,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି, ମସିହା